ମୋହନା: ଇଷ୍ଟ ଇଣ୍ଡିଆନ ବାପଟିଷ୍ଟ ଆସୋସିଏସନ ଅନୁଷ୍ଠାନର ୧୩ ଖଣ୍ଡ ଗାଁ ମୁଖିଆମାନେ ଏକତ୍ରିତ ହୋଇ ଦେଶର ୭୬ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଇଷ୍ଟଇଣ୍ଡିଆନ ବାପଟିଷ୍ଟ ଆସୋସିଏସନର ସଭାପତି ପାଳକ ବିଏସ୍ ରାଇକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ସ୍ୱାଧୀନତା ସମ୍ପର୍କରେ ଭାଷଣ ଦେଇଥିଲେ।
Popular Categories



