ସ୍ଵାଧୀନତା ଦିବସରେ ସାମିଲ ହେଲେ ଛାତ୍ରଛାତ୍ରୀ

ରେଙ୍ଗାଲିକ୍ୟାମ୍ପ: ୭୬ ତମ ସ୍ବାଧିନତା ଦିବସ ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନରେ ହର୍ଷ ଉଲ୍ଲାସରେ ପାଳିତ ହୋଇଥିଲା। ବ୍ଲକର ୧୧୮ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ, ୩୨ ଟି ଉଚ୍ଚ ବିଦ୍ୟାଳୟ,୧୯ ଟି ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ତଥା ସମସ୍ତ ବେସରକାରୀ ଅନୁଷ୍ଠାନମାନଙ୍କରେ ସ୍ଵାଧୀନତା ଦିବସ ପାଳିତ ହୋଇଥିଲା। ସ୍ବାଧୀନତାର ଅମୃତ ମହୋତ୍ସବ ପାଇଁ ଘରେ ଘରେ ଉଡ଼ିଥିଲା ତ୍ରିରଙ୍ଗା। ତେନ୍ତୁ ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇ ଉଠିଥିଲା।

Comments are closed.