www.samajalive.in
Monday, December 15, 2025
15.1 C
Bhubaneswar

ନାଗରିକ ସୁରକ୍ଷା ପ୍ରସ୍ତୁତି ମକ୍ ଡ୍ରିଲ୍‌ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ: ଆଜି ଏନ୍‌ସିସି ନେଭାଲ୍ ୟୁନିଟ,ବ୍ରହ୍ମପୁର ପକ୍ଷରୁ ଏକ “ନାଗରିକ ସୁରକ୍ଷା ପ୍ରସ୍ତୁତି  ମକ୍ ଡ୍ରିଲ୍  ସଚେତନତା କାର୍ଯ୍ୟକ୍ରମ” ଗଞ୍ଜାମ ମହାବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି । ଯୁଦ୍ଧକାଳୀନ ପରିସ୍ଥିତି ରେ ଏନସିସି କିପରି ବିଭିନ୍ନ ଉପାୟରେ ସାଧାରଣ ପ୍ରଶାସନ ତଥା ସରକାର ଙ୍କୁ ସାହାଯ୍ୟ କରିପାରିବେ, ସେହି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି।
ସମ୍ଭାବ୍ୟ ଯୁଦ୍ଧ ସମୟରେ ଏୟାର ରେଡ ଆଲାର୍ମ, ବ୍ଲାକ ଆଉଟ୍, ବିଭିନ୍ନ ଉଦ୍ଧାର କାର୍ଯ୍ୟ, ଫାୟାର ଫାଇଟିଂ ତଥା ବିଭିନ୍ନ ପ୍ରକାର ସିଭିଲ ଡିଫେନ୍ସେ କାମରେ ଏନସିସି କ୍ୟାଡେଟ ମାନଙ୍କ କେଉଁ ପ୍ରକାର ସହଭାଗିତା ରହିବ ସେ ସମ୍ପର୍କରେ ଏନସିସି କ୍ୟାଡେଟ ମାନଙ୍କୁ  ଅବଗତ କରାଯାଇଛି। ଆଜିର ଏହି କାର୍ଯ୍ୟ କ୍ରମ ରେ ଗଞ୍ଜାମ କଲେଜର ୨୫ ଜଣ ଛାତ୍ରଛାତ୍ରୀ ଏବଂ  ଏନସିସି ସିନିୟର୍ କ୍ୟାଡେଟ ଭାଗ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories