ଦିବଂଗତ ସେବା ପ୍ରମୁଖଙ୍କ ପରିବାରକୁ ଭେଟିଲେ ବିଧାୟକ
ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ମାଧପୁର ବାସିନ୍ଦା ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ସେବା ପ୍ରମୁଖ ଲମ୍ବୋଦର ମହାନ୍ତ(୫୦)ଙ୍କର ଗତ ୧୧ ତାରିଖ ହୃଦଘାତରେ ଅକାଳ ବିୟୋଗ ଘଟିଥିଲା। ଆଜି ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମାଧପୁର ଗ୍ରାମର ସ୍ବର୍ଗତ ମହାନ୍ତଙ୍କ ଘରକୁ ଆସି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ପରିବାରର ଭଲ ମନ୍ଦ ବିଷୟରେ ସ୍ବର୍ଗତ ମହାନ୍ତଙ୍କ ପତ୍ନୀ ପୁରବୀ ମହାନ୍ତଙ୍କ ସହ କଥାବାର୍ତ୍ତା ହୋଇ ତାଙ୍କୁ ସେ ଆଶ୍ୱାସନା ଦେଇଛନ୍ତି ।
Comments are closed.