www.samajalive.in
Saturday, December 6, 2025
26.1 C
Bhubaneswar

ମାରୁତି ସୁଜକି ୱାଗନ-ଆର ସିଏନଜିର ଭାରତୀୟ ବଜାରରେ ଲଞ୍ଚ

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜକି ନିଜର ନୂଆ ମଡେଲ ୱାଗନ ଆର ଚଳିତ ବର୍ଷ ଜାନୁଆରୀରେ ବଜାର ପ୍ରବେଶ କରାଯାଇଥିଲା। ଏହି ବଜାର ପ୍ରବେଶ ସମୟରେ ୱାଗନ ହେଚବ୍ରେକର ସିଏନଜି-ପାୱାର ଲଞ୍ଚ କରାଯାଇନଥିଲା। କିନ୍ତୁ ବର୍ତ୍ତମାନ ମାରୁତି ସୁଜକି ଭାରତରେ ସିନେଜି ପାୱାର ୱାଗନ ଆର ଲଞ୍ଚ କରାଯାଇଛିି। ଏଥିରେ କେବଳ ବେସ ଏଲଏକ୍ସଆଇ ମଡେଲ ଏବଂ ୧.୦ ଲିଟର ପେଟ୍ରୋଲ ଇଞ୍ଜିନ ରହିଛି। ଏହାର ମୂଲ୍ୟ ୪.୮୫ ଲକ୍ଷ ଟଙ୍କା ଓ ୪.୯୦ ଲକ୍ଷ ଟଙ୍କା ରହିଛି। ମାରୁତି ସୁଜକି ୱାଗନ ଆର ରେଗୁଲାର ତୁଳନାରେ ସିଏନଜିର ମୂଲ୍ୟ ୭୫ହଜାର ଟଙ୍କା ରହିଛି। ଏହି କାରରେ ୫ସ୍ପିଡ ଗିୟରବକ୍ସ ରହିଛି। ଏହାକୁ ଗ୍ରାହକ ଗ୍ରହଣ କରିବେ ବୋଲି କମ୍ପାନୀ ଆଶା ରଖିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories