www.samajalive.in
Saturday, December 6, 2025
16.1 C
Bhubaneswar

ପୁଣି ରେଲୱେ ଟ୍ରାକରେ ଆଇଡି ବିସ୍ଫୋେରଣ

ଝାରଖଣ୍ଡ : ସହିଦ ସପ୍ତାହ ପାଳନ ହେଉଥିବାବେଳେ ମାଓବାଦୀଙ୍କର ବଡ ଧରଣର ହିଂସା ଦେଖିବାକୁ ମିଳିଛି। ଗତକାଲି ମାଓବାଦୀମାନେ ରାଉରକେଲା ବିମଳାଗଡ ସେକ୍ସନରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ରେଲଓ୍ବେ ଟ୍ରାକ୍ ଉଡାଇ ଦେଇଥିବାବେଳେ ଆଜି ପୃଥକ ପୃଥକ ସ୍ଥାନରୁ ସମାନ ଘଟଣା ସାମ୍ନାକୁ ଆସିଛି। ଆଜି ଝାରଖଣ୍ଡ କରମପଦା ରେଞ୍ଜଡା ରେଲଓ୍ବେ ଟ୍ରାକରେ ଆଇଡି ବିସ୍ଫୋରଣ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories