କଟକ : ମହାନଦୀରେ ଭାସିଯାଇ ଜଣେ କାଉଡିଆ ନିଖୋଜ ହୋଇଛନ୍ତି । ବୋଲବମ ପାଇଁ ଭଦିମୂଳ ଘାଟରେ ପାଣି ଉଠାଇବାବେଳେ କାଉଡିଆଜଣକ ଭାସିଯାଇ ନିଖୋଜ ଅଛନ୍ତି । ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଖୋଜାଖୋଜି ଚାଲିଛି । ତେବେ ତାଙ୍କ ପରିଚୟ ମିଳିପାରିନି ।
Popular Categories

କଟକ : ମହାନଦୀରେ ଭାସିଯାଇ ଜଣେ କାଉଡିଆ ନିଖୋଜ ହୋଇଛନ୍ତି । ବୋଲବମ ପାଇଁ ଭଦିମୂଳ ଘାଟରେ ପାଣି ଉଠାଇବାବେଳେ କାଉଡିଆଜଣକ ଭାସିଯାଇ ନିଖୋଜ ଅଛନ୍ତି । ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଖୋଜାଖୋଜି ଚାଲିଛି । ତେବେ ତାଙ୍କ ପରିଚୟ ମିଳିପାରିନି ।
Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!
