ବ୍ୟାଙ୍କରେ ଖଣ୍ଡା ବୁଲାଇଲେ ଯୁବକ

କାମାକ୍ଷାନଗର : ମୁକ୍ତାପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଜଣେ ଯୁବକ ସୋମବାର ଆତଙ୍କ ଖେଳାଇଛନ୍ତି । ବ୍ୟାଙ୍କ ଜନଗହଳି ଥିବା ସମୟରେ ଯୁବକ ଜଣକ ଅଚାନକ ଏକ ଖଣ୍ଡା ଧରି ବ୍ୟାଙ୍କ ଭିତରକୁ ପଶି ଆସି ଆଖି ବୁଜା ଖଣ୍ଡା ବୁଲାଇଥିଲେ । ତାଙ୍କୁ ରୋକିବାକୁ ଯାଇ ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ ଆହତ ହୋଇଥିଲେ । ପୁଲିସକୁ ତୁରନ୍ତ ଖବର ଦିଆଯାଇଥିଲା । ତେବେ ପୁଲିସ ଆସିବା ପୂର୍ବରୁ ଘଟଣାସ୍ଥଳରୁ ଯୁବକ ଜଣକ ଚମ୍ପଟ ମାରିଥିଲେ । ତେବେ ସେ କିଏ ଏବଂ ଏଭଳି କାଣ୍ଡ କାହିଁକି କରିଥିଲେ ସେନେଇ ଖୋଳତାଡ କରୁଛି ପୁଲିସ ।

‘ଆନିମଲ୍‌’, ‘କଳ୍କି’କୁ ପଛରେ ପକାଇ ବାଜି ମାରିଲା ‘ଲାପତା ଲେଡିଜ୍’: ଓସ୍କାର ପାଇଁ ମନୋନୀତ

Comments are closed.