‘ଆନିମଲ୍‌’, ‘କଳ୍କି’କୁ ପଛରେ ପକାଇ ବାଜି ମାରିଲା ‘ଲାପତା ଲେଡିଜ୍’: ଓସ୍କାର ପାଇଁ ମନୋନୀତ

ସମାଜ ଡିଜିଟାଲ ଡେସ୍କ: କିରଣ ରାଓ ନିର୍ଦେଶିତ ଚଳଚ୍ଚିତ୍ର ‘ଲାପତା ଲେଡିଜ୍‌’ ଓସ୍କାର ୨୦୨୫ ଦୌଡ଼ରେ ସାମିଲ ହୋଇଛି। ଏନେଇ ଫିଲ୍ମ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଜିଓ ଷ୍ଟୁଡିଓଜ୍ ଏବଂ ଅମୀର ଖାନ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ଏକାଡେମୀ ଆଓ୍ବାର୍ଡରେ ଦେଶର ପ୍ରତିନିଧିତ୍ୱ କରିବ। ଫେଡେରେସନ ନିକଟକୁ ଚଳିତ ବର୍ଷ ୨୯ଟି ଚଳଚ୍ଚିତ୍ରର ତାଲିକା ଆସିଥିବାବେଳେ ସେଥି ମଧ୍ୟରୁ ମନୋନୀତ ହୋଇଛି ଦେଶୀ କାହାଣୀ ‘ଲାପତା ଲେଡିଜ୍’। ଏହି … Continue reading ‘ଆନିମଲ୍‌’, ‘କଳ୍କି’କୁ ପଛରେ ପକାଇ ବାଜି ମାରିଲା ‘ଲାପତା ଲେଡିଜ୍’: ଓସ୍କାର ପାଇଁ ମନୋନୀତ