www.samajalive.in
Monday, December 15, 2025
15.1 C
Bhubaneswar

ପଦ ଛାଡ଼ିଲେ ମମତା

ସମାଜ ଡିଜିଟାଲ ଡେସ୍କ: କିନ୍ନର ଆଖଡ଼ା ମହାମଣ୍ଡଳେଶ୍ଵର ପଦବୀରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି। ତାଙ୍କ ନିଯୁକ୍ତିକୁ ନେଇ ବିବାଦ ଆରମ୍ଭ ହେବା ପରେ ସେ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି।

ମମତା ଏକ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି, ସେ ମହାମଣ୍ଡଳେଶ୍ଵର ଜମାଇ ମାତା ନନ୍ଦଗିରି ପଦବୀରୁ ଇସ୍ତଫା ଦେଉଛନ୍ତି। କିନ୍ନର ଆଖଡ଼ା ମଧ୍ୟରେ ଆଭ୍ୟନ୍ତରୀଣ ବିବାଦ ଯୋଗୁ ସେ ଇସ୍ତଫା ଦେଇଥିବା କହିଛନ୍ତି।

- Advertisement -

କିଛିଦିନ ତଳେ ମମତା ମହାକୁମ୍ଭକୁ ଯାଇଥିବା ସମୟରେ ତାଙ୍କୁ କିନ୍ନର ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ଵର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଉକ୍ତ ପଦବୀରେ ନିଯୁକ୍ତ କରାଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଆଖଡ଼ାର ପ୍ରତିଷ୍ଠାତା ଋଷି ଅଜୟ ଦାସ ଉଭୟ ମମତା ଏବଂ ଲକ୍ଷ୍ମୀ ନାରାୟଣଙ୍କୁ ଆଖଡ଼ାରୁ ବାହାର କରିଦେଇଥିଲେ। ତାଙ୍କ ବିନା ଅନୁମତିରେ ଆଚାର୍ଯ୍ୟ ଲକ୍ଷ୍ମୀନାରାୟଣ ମନଇଚ୍ଛା ମମତାଙ୍କୁ ମହାମଣ୍ଡଳେଶ୍ଵର ପଦବୀରେ ନିଯୁକ୍ତ କରିଥିବା ଦର୍ଶାଇ ଋଷି ଅଜୟ ଦାସ ଉଭୟଙ୍କୁ ଅନୁଷ୍ଠାନରୁ ବିଦା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories