www.samajalive.in
Monday, December 15, 2025
15.1 C
Bhubaneswar

ୟୁପି ପରେ ମହାରାଷ୍ଟ୍ରର ଏହି ସହରମାନଙ୍କର ନାମ ବଦଳିବ

ନୂଆଦିଲ୍ଲୀ – ଉତ୍ତର ପ୍ରଦେଶରେ ଆହ୍ଲାବାଦର ନାମକୁ ପରିବର୍ତ୍ତନ କରି ଏହାର ପୁରୁଣାନାମ ଅନୁସାରେ ପ୍ରୟାଗରାଜ ରଖାଯାଇଥିଲା । ଏବେ ମହାରାଷ୍ଟ୍ରର ଦୁଇଟି ସହର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି ।

ମହାରାଷ୍ଟ୍ରର ମରାଠଓ୍ୱାଡାରେ ଥିବା ଔରଙ୍ଗାବାଦ ଏବଂ ଉସମାନାବାଦର ନାମ ପରିବର୍ତ୍ତନ କରାଯିବ । ଔରଙ୍ଗାବାଦର ନାମ ଛତ୍ରପତି ସମ୍ଭାଜୀ ନଗର ଏବଂ ଉସମାନାବାଦର ନାମ ଧାରାଶିବ ରଖିବା ପାଇଁ ମହାରାଷ୍ଟ୍ରର ଶିନ୍ଦେ ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇଥିଲେ । କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ।

- Advertisement -

ଉସମାନାବାଦର ପୂର୍ବନାମ ଧାରାଶିବ ଥିଲା, ଏଠାରେ ଅନେକ ଗୁମ୍ଫା ରହିଛି , ଏଥିରେ ଅନେକ ପ୍ରାଚୀନ କୀର୍ତ୍ତିରାଜି ରହିଛି । ଔରଙ୍ଗଜେବଙ୍କ ପରେ ଏହାର ନାମକୁ ପରିବର୍ତ୍ତନ କରାଯାଇଥିଲା । ସେହପରି ଔରଙ୍ଗଜେବ ଦକ୍ଷିଣକୁ ଆସିବା ପରେ ଔରଙ୍ଗାବାଦ ସ୍ଥାପନା ହୋଇଥିଲା । ପରେ ଶିବାଜୀଙ୍କ ପୁଅ ସମ୍ଭାଜୀ ୮ ବର୍ଷ ପର୍ଯ୍ୟନ୍ତ ଏଠାରେ ଶାସନ କରିଥିଲେ । ମାତ୍ର ୩୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କରି ସମ୍ମାନରେ ଏହାର ନାମ ଛତ୍ରପତି ସମ୍ଭାଜୀ ନଗର ରଖାଯିବ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories