www.samajalive.in
Sunday, December 14, 2025
18.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ଅସୁସ୍ଥ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର.. ଦିଲ୍ଳୀର ଏକ ଘରୋଇ ମେଡିକାଲରୁ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ ସ୍ଥାନାନ୍ତର..

କଣ୍ଟାବାଞ୍ଜି : କନ୍ୟା ପକ୍ଷର ୨ ଜଣଙ୍କୁ ଛୁରାମାଡ କଲେ ବରଯାତ୍ରୀ.. ତୁରେଇକେଲା ଥାନା ମୁରିବାହାଲ ଗାଁରେ ଅଭାବନୀୟ ଘଟଣା.. ଥାନାରେ ଏତଲା.. ୪ ଅଟକ

- Advertisement -

ଛତିଶଗଡ ସୁକମାରେ ନକ୍ସଲ ଗୁଳିରେ ୩ ସୁରକ୍ଷାକର୍ମୀ ଶହୀଦ୍‌‌.. ତଲାସି ଅଭିଯାନ ବେଳେ ନକ୍ସଲଙ୍କ ସହ ହୋଇଥିଲା  ଗୁଳିବିନିମୟ..

ଯାଜପୁର : ସଡକ ଦୁର୍ଘଟଣାରେ ମାଆ ମୃତ, ଝିଅ ଆହତ.. ମାଆ ଝିଅ ଯାଉଥିବା ସ୍କୁଟିକୁ ଧକ୍କା ଦେଲା ଡମ୍ଫର.. ବିଞ୍ଝାରପୁର ଥାନା ମଇନ୍ଦା ଛକ ନିକଟରେ ଦୁର୍ଘଟଣା..

କୋଇଡା : ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍‌‌.. ଦୁର୍ଘଟଣାରେ ବାପା ମୃତ,ଜେଜେ ଓ ୪ ବର୍ଷର ନାତି ଗୁରୁତର.. ପାଟମୁଣ୍ଡାରୁ ଫେରିବା ବେଳେ ସଣୁଆ ନିକଟରେ ଦୁର୍ଘଟଣା..

ତୁର୍କୀ ଓ ସିରିଆରେ ବିନାଶକାରୀ ଭୂକମ୍ପ .. ମୃତ୍ୟୁ ସଂଖ୍ୟା ଟପିଲା ୫୦ ହଜାର..

ତୁର୍କୀରେ ୪୪,୨୧୮ ଓ ସିରିଆରେ ୫,୯୧୪ ଜଣଙ୍କ ମୃତ୍ୟୁ.. ତୁର୍କୀରେ ୨ ଲକ୍ଷ କୋଠା କ୍ଷତିଗ୍ରସ୍ତ..

ଦେଢ ଲକ୍ଷ ଲୋକେ ବାସହରା.. ଫେବ୍ରୁଆରୀରେ ୬ରେ ଭୂକମ୍ପରେ ଥରିଥିଲା ୨ଟି ଦେଶ..

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories