ମଧ୍ୟପ୍ରଦେଶ ବିଧାନସଭା ଭୋଟ ଗଣତି – ବିଜେପି ଆଗରେ

ଡେସ୍କ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭୋଟ ଗଣତି ଚାଲିଛି। ପ୍ରତି ମୁହୂର୍ତ୍ତରେ ଟ୍ରେଣ୍ଡ ବଦଳିବାରେ ଲାଗିଛି। ତେବେ ସେଠାରେ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ ଟକ୍କର ଚାଲିଛି। ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ବିଜେପି ୧୩୭ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୫୭ଟି ଆସନରେ ଆଗୁଆ ରହିଛି। ମଧ୍ୟପ୍ରଦେଶରେ ୨୩୦ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା।

Comments are closed.