www.samajalive.in
Monday, December 15, 2025
27.1 C
Bhubaneswar

ଅର୍ଦ୍ଧନିର୍ମିତ କୋଠାର ଛାତ ଉପରକୁ ଚଢ଼ିଗଲା ବଳଦ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାର ବ୍ଲକ ସାହିରେ ରେ ଆଜି ଅର୍ଦ୍ଧନିର୍ମିତ ହୋଇ ରହିଥିବା ସରକାରୀ ବାସଗୃହ  ଛାତ ଉପରକୁ  ବଳଦ  ଛାଡିଥିବା ଦେଖିବାକୁ ମିଳିଛି ।
ଏହିସରକାରୀ  ଗୃହ କାର୍ଯ୍ୟ ନିର୍ମାଣ  ହୋଇ ଆଜକୁ ୮ ବର୍ଷ ବିତିଯାଇଥିଲେ ସୁଦ୍ଧା ଶେଷ ହୋଇ ପାରୁନି । ଏମିତି ଅଧା ଖଣ୍ଡିଆ ହୋଇ ପଡି ରହିଥିବା ବେଳେ ଆଜି ବଳଦ  ଛାତ ଉପରକୁ ଚଢ଼ି ଯାଇଥିବା  ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି।
ଏହା ପରେ ଲୋକମାନେ ଦେଖି ସ୍ଥାନୀୟ ଅଗ୍ନିଶମ ବାହିନୀ ଙ୍କୁ ଜଣେଇବା ପରେ ବଳଦ ଟି କୁ ଛାତ ଉପରରୁ ଉଦ୍ଧାର କରି ଗୋଟିଏ ଜୀବନ ବଞ୍ଚାଇ ଦେଇଥିବା ଜଣା ପଡ଼ିଛି। ଗୃହଟି ଏହି ଅବସ୍ଥାରେ ପଡି ରହିଥିବା ବେଳେ ଗାଈ ଗୋରୁ ଙ୍କର ଗୁହାଳ ଘର ହୋଇଥିବା ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories