www.samajalive.in
Saturday, December 6, 2025
15.1 C
Bhubaneswar

୧ଟା ସୁଦ୍ଧା ବିଭିନ୍ନ ସ୍ଥାନରେ ଭୋଟ୍ ହାର କେଉଁଠି କେତେ..

ନୂଆଦିଲ୍ଲୀ : ଲୋକସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ମତଦାନ ଚାଲିଛି । ତେବେ ଦିନ ୧ଟା ସୁଦ୍ଧା ବିଭିନ୍ନ ସ୍ଥାନରେ ଭୋଟ୍ ହାର କେଉଁଠି କେତେ ରହିଛି ଜାଣନ୍ତୁ..
ଆସାମ – ୪୫.୧୨%,ମିଜୋରାମ ୨୬%, ଅରୁଣାଞ୍ଚଳ ପ୍ରଦେଶ ୩୬.୬୫, ମଣିପୁର ୪୬.୯୨%, ମେଘାଳୟ ୪୮.୯୧%, ଆଣ୍ଡାମାନ ୩୫.୭୦%, ବିହାର ୩୨.୪୧%, ଛତିଶିଗଡ ୪୨.୫୭%, ଜମ୍ମୁ-କାଶ୍ମୀର ୪୩.୧୧%, ଲାକ୍ଷାଦ୍ୱୀପ ୨୯.୯୨%, ମଧ୍ୟପ୍ରଦେଶ ୪୪.୪୩%, ମହାରାଷ୍ଟ୍ର ୩୨.୩୬%,  ନାଗାଲାଣ୍ଡ ୩୯.୩୩%, ରାଜସ୍ଥାନ ୩୩.୭୩%, ତାମିଲନାଡୁ ୩୯.୫୧%, ତ୍ରିପୁରା ୫୩.୦୪%, ଉତ୍ତରପ୍ରଦେଶ ୩୬.୯୬% ରହିଛି।

୨୧ ରାଜ୍ୟ, ୧୦୨ ଆସନ, ୧୬ କୋଟିରୁ ଅଧିକ ମତଦାତା.. ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ,୧୫ ଆସନ ଉପରେ ସଭିଁଙ୍କ ନଜର..

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories