୨୧ ରାଜ୍ୟ, ୧୦୨ ଆସନ, ୧୬ କୋଟିରୁ ଅଧିକ ମତଦାତା.. ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ,୧୫ ଆସନ ଉପରେ ସଭିଁଙ୍କ ନଜର..

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି। ଏହା ମଧ୍ୟରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ୧୦୨ ଆସନ ପାଇଁ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ୧୬୦୦ରୁ ଅଧିକ ପ୍ରାର୍ଥୀ ରହିଛନ୍ତି। ଏଥିରେ ୯ କେନ୍ଦ୍ରୀୟ ମନ୍ତ୍ରୀ ,୨ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟର ପରୀକ୍ଷା ହେଉଛି। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। … Continue reading ୨୧ ରାଜ୍ୟ, ୧୦୨ ଆସନ, ୧୬ କୋଟିରୁ ଅଧିକ ମତଦାତା.. ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ,୧୫ ଆସନ ଉପରେ ସଭିଁଙ୍କ ନଜର..