www.samajalive.in
Saturday, December 6, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ; ବିଚ୍‌ ରାସ୍ତାରେ ଜିପ୍‌ରୁ ଡେଇଁଲା ସିଂହ, ତା’ପରେ..

ନୂଆଦିଲ୍ଲୀ : ଜଙ୍ଗଲର ରାଜା ସିଂହର ଶିକାର କରିବା ଶୈଳୀ, ଜଙ୍ଗଲରେ ବୁଲିବା ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ୍‌ ହୋଇଥାଏ । ମାତ୍ର ନିକଟରେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ସିଂହର ଏକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ଦେଖିପାରିବେ ସିଂହ ଏକ ଜିପ୍‌ରେ ଯାଉଛି । ଜିପ୍‌ରୁ ହଠାତ୍‌ ସିଂହଟି ତଳକୁ ଡେଇଁବାକୁ ଚେଷ୍ଟା କରୁଛି । ସେହି ସମୟରେ ରାସ୍ତାରେ ଅନେକ ଲୋକେ ଥିବା ମଧ୍ୟ ଦେଖିପାରିବେ ।

ଶରତ ପୂର୍ଣ୍ଣିମାରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ଧନ ଠାରୁ ବିବାହ ସବୁଥିରେ ମିଳିବ ସଫଳତା..

- Advertisement -

ସିଂହଟି ଜିପ୍‌ରୁ ଡେଇଁବାକୁ ଚେଷ୍ଟା କରିବା ସମୟରେ ସେ ବନ୍ଧା ହୋଇଥିବା ଦେଖିପାରିବେ । ସିଂହ ବନ୍ଧା ହୋଇଥିବା କାରଣରୁ ଜିପ୍‌ରୁ ଡେଇଁବା ପରେ ପୁଣି ଥରେ ଜିପ୍‌ରେ ଚଢି ଯାଉଥିବା ଦେଖିପାରିବେ । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଭିଡିଓରେ ଦେଖନ୍ତୁ; ବାଛୁରୀକୁ ଗୋଟା ଗିଳିଦେଲା ଅଜଗର, ତା’ପରେ ସ୍ଥାନୀୟଲୋକେ କଲେ ଏମିତି..

ଜିଓ ଆଣିଲା ନୂଆ ରିଚାର୍ଜ; କମ୍‌ ଦାମ୍‌ରେ ମିଳିବ ସୁପରଫାଷ୍ଟ ଇଣ୍ଟରନେଟ୍‌ ସହ ଏସବୁ ସୁବିଧା..

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories