ଜିଓ ଆଣିଲା ନୂଆ ରିଚାର୍ଜ; କମ୍‌ ଦାମ୍‌ରେ ମିଳିବ ସୁପରଫାଷ୍ଟ ଇଣ୍ଟରନେଟ୍‌ ସହ ଏସବୁ ସୁବିଧା..

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ପକ୍ଷରୁ ଅନେକ ଅଫର୍‌ ଦିଆଯାଉଛି । ମାତ୍ର ଜିଓର ବିଶେଷତ୍ୱ ହେଉଛି ସମୟ କ୍ରମେ ନୂଆ ନୂଆ ଅଫର୍‌ ଆଣିଥାଏ । ବର୍ତ୍ତମାନ ଜିଓ ଫାଇବର-ବ୍ରଡବ୍ୟାଣ୍ଡ ସେବା ସହ ଜଡିତ ନୂଆ ଖବର ସାମ୍ନାକୁ ଆସିଛି । ଏହି ସେବା ପ୍ରିପେଡ୍‌ ସେଗମେଣ୍ଟ୍‌ରେ ମଧ୍ୟ ଉପଲବ୍ଧ । ଜିଓ ଫାଇବର ପୋଷ୍ଟପେଡ୍‌ ବିଷୟରେ ସଭିଁଙ୍କୁ ଜଣା । ମାତ୍ର ବର୍ତ୍ତମାନ ପ୍ରିପେଡ୍‌ ସେଗମେଣ୍ଟରେ ଜିଓ ଦ୍ୱାରା ସମାନ ସୁବିଧା ଯୋଗାଇ ଦିଆଯାଉଛି … Continue reading ଜିଓ ଆଣିଲା ନୂଆ ରିଚାର୍ଜ; କମ୍‌ ଦାମ୍‌ରେ ମିଳିବ ସୁପରଫାଷ୍ଟ ଇଣ୍ଟରନେଟ୍‌ ସହ ଏସବୁ ସୁବିଧା..