ଭିଡିଓରେ ଦେଖନ୍ତୁ; ବାଛୁରୀକୁ ଗୋଟା ଗିଳିଦେଲା ଅଜଗର, ତା’ପରେ ସ୍ଥାନୀୟଲୋକେ କଲେ ଏମିତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ଜଙ୍ଗଲୀ ଜୀବଜନ୍ତୁଙ୍କ ଭିଡିଓ ବେଶ ଭାଇରାଲ୍‌ ହୋଇଥାଏ । କିଛି ଭିଡିଓ କୌତୁକିଆ ଲାଗିବା ସହ କିଛି ଭୟଭୀତ ଲାଗି ଥାଏ । କେତେବେଳେ ଶିକାର କରୁଥିବା ତ କେତେବେଳେ ନିଜେ ଶିକାର ପାଲଟୁଥିବା ଭିଡିଓ ଦେଖିବାକୁ ମିଳିଥାଏ । ଏହା ଜଙ୍ଗଲର ନିୟମ । ନିକଟେରେ ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରୁଛି … Continue reading ଭିଡିଓରେ ଦେଖନ୍ତୁ; ବାଛୁରୀକୁ ଗୋଟା ଗିଳିଦେଲା ଅଜଗର, ତା’ପରେ ସ୍ଥାନୀୟଲୋକେ କଲେ ଏମିତି..