ଶରତ ପୂର୍ଣ୍ଣିମାରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ଧନ ଠାରୁ ବିବାହ ସବୁଥିରେ ମିଳିବ ସଫଳତା..

ଶରତ ପୂର୍ଣ୍ଣିମାରେ ଚଳିତ ବର୍ଷ ଗ୍ରହଙ୍କ ଅଦ୍ଭୁତ ସଂଯୋଗ ହେଉଛି । ଚଳିତ ବର୍ଷ ଶରତ ପୂର୍ଣ୍ଣିମା ଦିନ ଅର୍ଥାତ୍‌ ୧୬ ଅକ୍ଟୋବରରେ ରବି ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ, ଶଶ ରାଜଯୋଗ ସହ ଶୁଭ ଗ୍ରହ ଗୁରୁ ଓ ସୂର୍ଯ୍ୟଙ୍କ ନବମ ପଞ୍ଚମ ଯୋଗ ଓ ଚନ୍ଦ୍ରମା ଓ ମଙ୍ଗଳଙ୍କର କେନ୍ଦ୍ର ଯୋଗ ସହ ଧ୍ରୁବ ଯୋଗ ସୃଷ୍ଟି ହେଉଛି । ଏହି ଯୋଗରେ ଯେକୌଣସି କାମ କଲେ ଖୁବ୍‌ ସଫଳତା ପ୍ରାପ୍ତି ହେବା ସହ … Continue reading ଶରତ ପୂର୍ଣ୍ଣିମାରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ଧନ ଠାରୁ ବିବାହ ସବୁଥିରେ ମିଳିବ ସଫଳତା..