www.samajalive.in
Saturday, December 6, 2025
26.1 C
Bhubaneswar

ଶିକାରକୁ ଖାଉଥିଲା, ଭିଡିଓ ପାଇଁ ସିଂହ ପାଖକୁ ଯାଉଥିଲେ ଯୁବକ, ତା’ପରେ..

ନୂଆଦିଲ୍ଲୀ : ଜୀବଜନ୍ତୁଙ୍କୁ ହଇରାଣ କରିବା କିମ୍ବା ସେମାନଙ୍କ ନିକଟତର ନହେବାକୁ ବାରମ୍ବାର ପରାମର୍ଶ ଦିଆଯାଉଛି । ଅନେକ ସମୟରେ ଦେଖାଯାଏ, କିଛି ବ୍ୟକ୍ତି ବିଶେଷ ଭିଡିଓ ଓ ଫଟୋ ନିଶାରେ ଜୀବଜନ୍ତୁଙ୍କ ନିକଟତର ହେବା ସହ ନିଜ ଜୀବନକୁ ବିପଦରେ ପକାଇ ଥା’ନ୍ତି । ତେବେ ଚିନ୍ତା କରନ୍ତୁ କେହି ଭୋଜନ କରିବା ସମୟରେ ହଇରାଣ କଲେ କିଭଳି ଅନୁଭବ ହୋଇଥାଏ ।


ନିକଟରେ ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହାକୁ ଦେଖି ଲୋକଙ୍କ ମନରେ ନାନା ପ୍ରଶ୍ନ ସୃଷ୍ଟି ହେବା ସହ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଭିଡିଓଟି ଗୁଜରାଟର ଭାବନଗରର ବୋଲି ଜଣାପଡିଛି । ଭିଡିଓରେ ଦେଖି ପାରିବେ ଏକ ସିଂହ ନିଜ ଶିକାରକୁ ଖାଉଛି । ମାତ୍ର ସେହି ସମୟରେ ଜଣେ ବ୍ୟକ୍ତି ସିଂହର ନିକଟତର ହେବା ସହ ଫୋନ୍‌ରେ ଭିଡିଓ କରୁଛନ୍ତି । ସେହି ସମୟରେ ସିଂହ ରାଗି ଯାଇ ଯୁବକଙ୍କ ଆଡକୁ ମାଡି ଆସୁଛି । ମାତ୍ର ସୌଭାଗ୍ୟବଶତଃ ଯୁବକଙ୍କ ଉପରେ ଆକ୍ରମଣ କରି ନାହିଁ ।

ରାକ୍ଷୀ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ..

- Advertisement -

ଜବରଦସ୍ତ ଅଫର୍‌ ; ଅଧା ଦାମ୍‌ରେ କିଣି ଆଣନ୍ତୁ ଏସି, ସ୍ମାର୍ଟଫୋନ୍‌, ଟିଭି..

ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ ; ସାପକୁ ମୁଣ୍ଡିଆ ମାରିଲା ମାଙ୍କଡ, ଆଉ ତା’ପରେ..

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories