ଜବରଦସ୍ତ ଅଫର୍‌ ; ଅଧା ଦାମ୍‌ରେ କିଣି ଆଣନ୍ତୁ ଏସି, ସ୍ମାର୍ଟଫୋନ୍‌, ଟିଭି..

ନୂଆଦିଲ୍ଲୀ : ଆମାଜନ୍‌ରେ ଗ୍ରେଟ୍‌ ଫ୍ରିଡମ୍‌ ଫେଷ୍ଟିବାଲ୍‌ ସେଲ୍‌ ଆରମ୍ଭ ହୋଇ ସାରିଛି । ଏହି ସେଲ୍‌ର ଲାଭ ଉଠାଇ ଆପଣ ଅନେକ ଜିନିଷକୁ ଶସ୍ତାରେ କିଣି ପାରିବେ । ସେଲ୍‌ରେ ଆପଣଙ୍କୁ ସ୍ମାର୍ଟଫୋନ୍‌ରେ ଆକର୍ଷଣୀୟ ଅଫର୍‌ରେ ମିଳୁଛି । ୧୦ ହଜାର ଟଙ୍କାରୁ ମଧ୍ୟ କମ୍‌ ଦାମ୍‌ରେ ୫ଜି ଫୋନ୍‌ କିଣି ପାରିବେ । ସେଲ୍‌ରେ କେବଳ ସ୍ମାର୍ଟଫୋନ୍‌ ନୁହେଁ ବରଂ ଏକ୍ସଚେଞ୍ଜ ଅଫର୍‌ ମଧ୍ୟ ମିଳିବ । ଇୟରବଡସ୍‌ ଓ ସ୍ମାର୍ଟୱାଚ୍‌ ପ୍ରାୟ ୮୦ … Continue reading ଜବରଦସ୍ତ ଅଫର୍‌ ; ଅଧା ଦାମ୍‌ରେ କିଣି ଆଣନ୍ତୁ ଏସି, ସ୍ମାର୍ଟଫୋନ୍‌, ଟିଭି..