ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ ; ସାପକୁ ମୁଣ୍ଡିଆ ମାରିଲା ମାଙ୍କଡ, ଆଉ ତା’ପରେ..

ନୂଆଦିଲ୍ଲୀ : ଚଳିତ ବର୍ଷ ୨୮ ଜୁଲାଇରେ ନାଗ ପଞ୍ଚମୀ ପର୍ବ ପାଳନ କରାଯାଇଥିଲା । ଏହି ଦିନ ଅର୍ଥାତ୍‌ ସାପ ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ୍‌ ହୋଇଛି । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ନିକଟରେ ଭାଇରାଲ୍‌ ହୋଇଥିବା ଏକ ଅଦ୍ଭୁତ ଭିଡିଓ ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ବେଶ ଭାଇରାଲ୍‌ ହେଉଛି । ଭିଡିଓଟି ଏକ ମାଙ୍କଡର ଓ ସାପର । View this post on … Continue reading ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ ; ସାପକୁ ମୁଣ୍ଡିଆ ମାରିଲା ମାଙ୍କଡ, ଆଉ ତା’ପରେ..