www.samajalive.in
Sunday, December 7, 2025
14.1 C
Bhubaneswar

ଦିନ ୩ଟା – ମୁଖ୍ୟ ଖବର

ମହାରାଷ୍ଟ୍ରରେ ଭୂକମ୍ପ ଝଟକା

ଚାନ୍ଦିପୁରରେ ନିର୍ଭୟ କ୍ଷେପଣାସ୍ତ୍ର ପରୀକ୍ଷା ; ସବ୍‍ ସୋନିକ କ୍ରୁଜ କ୍ଷେପଣାସ୍ତ୍ର ନିର୍ଭୟ ୧୫୦୦ କିଲୋମିଟର ଦୂରତା ପର୍ୟ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ

- Advertisement -

ଭ୍ରମଣ ପାଇଁ ଆଗ୍ରହ ଦେଖାଉଛନ୍ତି ଜନସାଧାରଣ: ସୁରକ୍ଷା ହୋଇଛି ମୁଖ୍ୟ ପ୍ରସଙ୍ଗ

ଭାରତୀୟ ସେନା ୧୭୫୦ ଅତ୍ୟାଧୁନିକ ଇନଫାଣ୍ଟ୍ରି କମ୍ବାଟ ଭେଇକଲ ଖରିଦ କରିବ

ସ୍ନାନ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ; ୧୦୮ ଗରା ସୁବାସିତ ଜଳରେ ସ୍ନାନକଲେ ମହାପ୍ରଭୁ; ଗଜାନନ ବେଶରେ ଦେଉଛନ୍ତି ଦର୍ଶନ

ଦେବପୂର୍ଣ୍ଣିମା ଅବସରରେ ଗଜପତି ମହାରାଜାଙ୍କ ଶୁଭେଚ୍ଛା ; ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କ ପାଦପଦ୍ମରେ ପ୍ରଣିପାତ କରୁଛି, ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରୁଛି, ମାନବ ସମାଜର ମଙ୍ଗଳ , ସୁସ୍ଥ୍‍ ଓ ନିରାମୟ ଜୀବନ କାମନା କରୁଛି

ଓଡ଼ିଶାରେ ଆସନ୍ତା କାଲି  ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ ; ଏଥିସହିତ ଓଡ଼ିଶା ଓପନ ସ୍କୁଲ ସାର୍ଟିଫିକେଟ ଏବଂ ମଧ୍ୟମା ପରୀକ୍ଷା ୨୦୨୧ର ଫଳ ମଧ୍ୟ ପ୍ରକାଶ ପାଇବ

ଦେଶରେ ୨୪ ଘଣ୍ଟାରେ ଆଉ ୫୪,୦୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ମୋଟ ପଜିଟିଭ ସଂଖ୍ୟା ୩,୦୦,୮୨,୭୭୮କୁ ବୃଦ୍ଧି

ଦୈନିକ ପଜିଟିଭ ହାର ୩.୦୪ ପ୍ରତିଶତ

ଚିକିତ୍ସାଧୀନ ଅବସ୍ଥାରେ ଆଉ ୧,୩୨୧ ଆକ୍ରାନ୍ତଙ୍କ ମୃତ୍ୟୁ

ମୋଟ ମୃତ୍ୟୁ ସଂଖ୍ୟା ୩,୯୧,୯୮୧

ଦିନକରେ ଆଉ ୬୮,୮୮୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୦,୬୩,୭୪୦ ସୁସ୍ଥ

ଆରୋଗ୍ୟ ହାର ୯୬.୬୧

୬,୨୭,୦୫୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ମଧ୍ୟପ୍ରଦେଶରେ ଡେଲଟା ପ୍ଲସ୍‍ ଭାରିଆଣ୍ଟରେ ପ୍ରଥମ ମୃତ୍ୟୁ ; ସଂକ୍ରମିତ ମହିଳାଙ୍କ ମୃତ୍ୟୁପରେ ଆସିଲା ଜୋନୋମ ସିକ୍ୱେନ୍ସିଂ ରିପୋର୍ଟ

ଏନଡିଏ ଛାଡିବାକୁ ଚିରାଗଙ୍କୁ କହିଲେ ତେଜସ୍ୱୀ ଯାଦବ ; ଏଲଜେପିରେ ବିଭାଜନ ପଛରେ ଜେଡି(ୟୁ) ରହିଥିବା ଅଭିଯୋଗ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୨୦୯୮ ଏବଂ ସ୍ଥାନୀୟ ସଂକ୍ରମିତ ୧୫୫୨

ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୦୪ ଏବଂ କଟକରୁ ୪୮୫

ଶିଶୁଙ୍କୁ କରୋନାରୁ ରୋକିବ ମିଳିମିଳା ଟିକା

‘ଶିଶୁଙ୍କୁ ଲୋଡ଼ା ନାହିଁ କରୋନା ଟିକା’ – ଆଇସିଏମ୍‌ଆର ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ

ଏତଲା ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟ ଗଲେ ରାମଦେବ

ଦେଶବାସୀଙ୍କୁ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ଚେତାବନୀ ; ଟିକା ନ ନେଲେ ଭାରତ ଚାଲିଯାଅ

ଅଲିମ୍ପିକ୍‌ସ ପଦକ ଜିତିଥିବା ଭାରୋତ୍ତୋଳନକାରିଣୀ କର୍ଣ୍ଣମ୍ ମାଲେଶ୍ବରୀ ଦିଲ୍ଲୀ କ୍ରୀଡ଼ା ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ହୋଇଛନ୍ତି ନିଯୁକ୍ତ

ମାଧ୍ୟମିକ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସାମିଲ

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories