www.samajalive.in
Tuesday, November 18, 2025
16.1 C
Bhubaneswar

ଦିନ ୩ଟା – ମୁଖ୍ୟ ଖବର

ମୁମ୍ବଇ : ମହାରାଷ୍ଟ୍ରର ଅହମଦନଗରରେ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ; ୧୦ ମୃତ

ବିଜେଡିରେ ଯୋଗ ଦେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

- Advertisement -

ଆମେରିକାରେ ସଂଗୀତ ମହୋତ୍ସବରେ ଅଘଟଣ ; ୮ ମୃତ

ଭୁବନେଶ୍ୱର : ରାଜ୍ୟରେ ଆଉ ୨୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୨୩ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୧୧୯ ଓ ସ୍ଥାନୀୟ ସଂକ୍ରମଣ ୮୯

ଦିଲ୍ଲୀରେ ପୁଣି ପ୍ରଦୂଷଣର ମାତ୍ରା ବୃଦ୍ଧି

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୩, ବରଗଡ , ଭଦ୍ରକ, ବୌଦ୍ଧ, ଦେଓଗଡରୁ ୧ ଲେଖାଏଁ , କଟକ ୨୦, ଢେଙ୍କାନାଳରୁ ୧, ଗଜପତି ୭, ଗଞ୍ଜାମ ୨, ଜଗତସିଂହପୁର ୭

ଯାଜପୁର ୧୨, ଝାରସୁଗୁଡା ୫, କେନ୍ଦ୍ରାପଡା ୪, ଖୋର୍ଦ୍ଧା ୯୯, କୋରାପୁଟ ୨, ମାଲକାନଗିରି ୧, ମୟୁରଭଞ୍ଜ ୫, ନୟାଗଡ ୧, ପୁରୀ ୩, ସମ୍ବଲପୁର ୧, ସୁନ୍ଦରଗଡ ୮

ଷ୍ଟେଟପୁଲରୁ ୨୩ ଆକ୍ରାନ୍ତ ଚିହ୍ନଟ

ମୋଟ ଆକ୍ରାନ୍ତଙ୍କ ୧୦,୪୩,୧୫୧ କୁ ବୃଦ୍ଧି

୧୦,୩୧,୪୨୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

୩,୩୧୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୧୦,୯୨୯ ନୂଆ ଆକ୍ରାନ୍ତ ଚିହ୍ନଟ ; ୩୯୨ ମୃତ

୨୪ ଘଣ୍ଟାରେ ଆଉ ୧୨,୫୦୯ ଆକ୍ରାନ୍ତ ସୁସ୍ଥ

ମୋଟ ୩୩,୭୩,୭୪,୬୮ ସୁସ୍ଥ ; ଆରୋଗ୍ୟହାର ୯୮.୨୩%

୧,୪୬,୯୫୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ

ସକ୍ରିୟ ଆକ୍ରାନ୍ତ ହାର ୦.୪୩%

ଏଯାଏଁ ୧,୦୭,୯୨,୧୯,୫୪୬ ଟିକା ନେଇ ସାରିଛନ୍ତି

ଭୁବନେଶ୍ୱର : କରୋନା ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା ; ରାଜ୍ୟରେ ଧିରେ ଧିରେ ସଂକ୍ରମଣ କମୁଛି, ଏହା ଭଲ ଲକ୍ଷଣ, କଟକଣା ମାନିବାକୁ ହେବ ; ଏହାସହ ସରକାରୀ ସ୍ତରରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହେବ

ମାଷ୍ଟରକ୍ୟାଟିନ ଛକ ନିକଟରେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ଜଗନ୍ନାଥ ସଂସ୍କୃତିକୁ ଅସମ୍ମାନ କରିଥିବା ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories