www.samajalive.in
Monday, December 8, 2025
14.1 C
Bhubaneswar

ଦିନ ୩ଟା – ମୁଖ୍ୟ ଖବର

ସୁରକ୍ଷାକର୍ମୀ- ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ ; ୩ ଆତଙ୍କବାଦୀ ନିହତ

ଦିଲ୍ଲୀର ଉଦୟୋଗ ବିହାର ସ୍ଥିତ ଏକ ଜୋତା କାରଖାନାରେ ଅଗ୍ନିକାଣ୍ଡ ; ନିଆଁ ଲିଭାଇବା କାର୍ଯ୍ୟରେ ଦମକଳ କର୍ମଚାରୀ ନିୟୋଜିତ

- Advertisement -

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି

ଦେଶରେ ଦୀର୍ଘ ୮୮ ଦିନ ପରେ କରୋନା ଦୈନିକ ସଂକ୍ରମଣ ସବୁଠାରୁ କମ ରେକର୍ଡ

୨୪ ଘଣ୍ଟାରେ ଆଉ ୫୩ ହଜାର ୨୫୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୯,୩୫,୨୨୧କୁ ବୃଦ୍ଧି

ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୪୨୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୮୮,୧୩୫

ଦିନକରେ ଆଉ ୭୮,୧୯୦ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ୨,୮୮,୪୪,୧୯୯

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ
ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ କାଠ ଶ୍ରୀକ୍ଷେତ୍ର ଅଭିମୁଖେ ଦିଆଗଲା ମେଲାଣି

ବ୍ରହ୍ମପୁର ସହରରେ ଏକ ମଦ ଦୋକାନର ୩ ଜଣ କର୍ମଚାରୀଙ୍କୁ ପୁଲିସ ଗିରଫ କରିଛି ;  ବିଭିନ୍ନ କମ୍ପାନୀର ୧୩୫ ଲିଟର ବିଦେଶୀ ମଦ ଜବତ କରିଛି

ଓଡ଼ିଶାରେ ୩୦୩୧ ନୂଆ ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୧୭୩୮ ଓ ସ୍ଥାନୀୟ ସଂକ୍ରମିତ ୧୨୯୩

ରାଜ୍ୟରେ ଦିନକରେ ୪୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଆଜିଠାରୁ ଦେଶର ସମସ୍ତ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ମାଗଣା ଟିକା

ଜର୍ମାନୀ ରାଷ୍ଟ୍ରଦୂତଙ୍କ ଆଶଙ୍କା; ଆସିପାରେ କରୋନାର ଚତୁର୍ଥ ଲହର

୩୫ କୋଟି ଛାତ୍ରଛାତ୍ରୀ ଗାଇବେ ଜାତୀୟ ସଂଗୀତ

ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତି ୫ ବର୍ଷ କାଳ ଦୁଇ ଦୁଇଟି ସରକାରୀ ଚାକିରି କରି ଶେଷରେ ଧରା ପଡିଛନ୍ତି

ଅନଲାଇନରେ ଝିଅ ପଢୁଛି ପାଠ; ମୁଣ୍ଡ ଉପରେ ଛତା ଧରିଛନ୍ତି ବାପା

ଫୌସି ମାନିଲେ- କୋଭିଡ୧୯ ଲାବୋରେଟୋରୀରେ ପ୍ରସ୍ତୁତ କରାଯାଇଥାଇପାରେ

ମନାକଲା କେନ୍ଦ୍ର, କ୍ଷମତା ବାହାରେ କରୋନା ମୃତକଙ୍କ ପରିବାରକୁ ୪ଲକ୍ଷ କ୍ଷତିପୂରଣ

ମହାରାଷ୍ଟ୍ରରେ ଡେଲଟା ପ୍ଲସ୍‌, ଆଣିପାରେ ତୃତୀୟ ଲହର

ଜରୁରୀ ନୁହେଁ ଆଗୁଆ ପଞ୍ଜୀକରଣ, ଦିନକୁ ଦିଆଯିବ ୫୦ଲକ୍ଷ ଟିକା

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories