www.samajalive.in
Sunday, December 7, 2025
18.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର

ଅଲିମ୍ପିକରେ ସେମି ପ୍ରବେଶ ପରେ ମହିଳା ହକି ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ; ମହିଳା ହକି ଦଳ ବିଜୟ ଅଭିଯାନ ବଜାୟ ରଖୁ ଓ ଦେଶର ସମ୍ମାନ ବଜାୟ ରଖୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି

ଅଲିମ୍ପିକରେ ସେମି ପ୍ରବେଶ ପରେ ମହିଳା ହକି ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ; ପ୍ରତି ପଦକ୍ଷେପରେ ଇତିହାସ ରଚୁଛନ୍ତି ଭାରତୀୟ ମହିଳା ଦଳ ବୋଲି ସେ କହିଛନ୍ତି

- Advertisement -

ପର୍ଯ୍ୟଟକଙ୍କ ପାଇଁ ଆଜି ଠାରୁ ଖୋଲିଲା କୋଣାର୍କ

ଆସନ୍ତା ବୁଧବାର ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଯାଜପୁରର ମା’ବିରଜାଙ୍କ ମନ୍ଦିର ; କୋଭିଡ କଟକଣା ମଧ୍ୟରେ ଶ୍ରଦ୍ଧାଳୁ କରିବେ ଦର୍ଶନ ; ଏନେଇ ଯାଜପୁର ଜିଲ୍ଲାପାଳଙ୍କ ସୂଚନା

ଆସନ୍ତା ୩ ତାରିଖରୁ ଖୋଲିବ ସମ୍ବଲପୁରର ମା’ ସମଲେଶ୍ୱୀରଙ୍କ ମନ୍ଦିର

କଟକରେ ଧର୍ମାନୁଷ୍ଠାନ ଖୋଲାଯିବା ନେଇ ବିଭିନ୍ନ ସ୍ତରରେ ଚାଲିଛି ବିଚାର ବିମର୍ଶ ଚାଲିଛି ; ଏନେଇ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ସୂଚନା ଦେଇଛନ୍ତି ; ଏହାସହ ଆଗକୁ ଗଣେଶ ପୂଜା ପର୍ବ ଥିବାରୁ ପରମ୍ପରା ଅନୁଯାୟୀ ହେବ ପୂଜାର୍ଚ୍ଚନା

ଅଲିମ୍ପିକ୍ସ ମହିଳା ହକି ସେମିଫାଇନାଲରେ ଭାରତ

ଅଷ୍ଟ୍ରେଲିଆକୁ ୧-୦ ରେ ପରାସ୍ତ କଲା ଭାରତ

ଭାରତ ପକ୍ଷରୁ ଗୁରୁଜିତ୍ କୌର ଗୋଲ ସ୍କୋର କରିଛନ୍ତି

ପୁଣି ନିରାଶ କଲେ ଦୂତୀ

ଦେଶରେ ଗୋଟିଏ ଦିନରେ ୪୦,୧୩୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ 

ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪,୧୩,୭୧୮

ସେହି ଦିନକ ମଧ୍ୟରେ ଦେଶରେ ୩୬,୯୪୬ ଜଣ କରୋନା ରୋଗୀ ସୁସ୍ଥ ;  ମୋଟ ୩,୦୮,୫୭,୪୬୭ ଜଣ କରୋନାରୁ ସୁସ୍ଥ

ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୩୫%

ଦେଶରେ ସଂପ୍ରତି ଦୈନିକ ସଂକ୍ରମଣ ହାର ୨.୮୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୭%

ରବିବାର ସଂଧ୍ୟା ସୁଦ୍ଧା ମୋଟ ୪୬.୯୬ କୋଟି ନମୁନା ପରୀକ୍ଷା ; ଦେଶରେ ୪୭.୨୨ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି

କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଭଳି ଦଶଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୭ କରୋନା ସଂକ୍ରମିତଙ୍କର ମୃତ୍ୟୁ ;  ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୨ ; ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୦୩୩ 

ଆଜି ପୃଥିବୀର ନିକଟବର୍ତ୍ତୀ ହେବ ଶନି ଗ୍ରହ

ଜମ୍ମୁ କାଶ୍ମୀରରେ ପୁଣି ଉଡିଲା ଡ୍ରୋନ; ୫୬ ଘଣ୍ଟା ମଧ୍ୟରେ ତୃତୀୟ ଘଟଣା

ଚଳିତ ମାସରେ ଆସିବ ତୃତୀୟ ଲହର; ଅକ୍ଟୋବରରେ ଶିଖର ଛୁଇଁବ

ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ହ୍ରାସ;  ଆଉ ୧୦୩୨ ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୫୯୮ ଏବଂ ସ୍ଥାନୀୟ ସଂକ୍ରମିତ ୪୩୪

ରାଜ୍ୟରେ ସଂପ୍ରତି ୧୫୦୫୦ ଜଣ ସକ୍ରିୟ ସଂକ୍ରମିତ

ୟୁଏନ୍‌ଏସ୍‌ସି ଅଧ୍ୟକ୍ଷ ପଦରେ ଭାରତ

ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି

ଟିଟିଲାଗଡ଼ ଜାତୀୟ ରାଜପଥରେ ଝାରଦେବନ୍ଧ ଜଙ୍ଗଲ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ

 

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories