mission shakti banner

ଦାୟିତ୍ୱ ଗ୍ରହଣ କଲେ ସୁନ୍ଦରଗଡ଼ର ନୂତନ ଜିଲାପାଳ

BSKY banner  750×100
0

ସୁନ୍ଦରଗଡ : ସୁନ୍ଦରଗଡ଼ର ନୂତନ ଜିଲାପାଳ ଭାବେ ସୁରେନ୍ଦ୍ର କୁମାର ମୀନା ବୁଧବାର ସନ୍ଧ୍ୟାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବିଦାୟୀ ଜିଲାପାଳ ବିନିତ ଭରଦ୍ୱାଜଙ୍କ ଠାରୁ ସେ ଦାୟିତ୍ୱଗ୍ରହଣ କରିଛନ୍ତି । ସୂଚନା ଯୋଗ୍ୟ, ଶ୍ରୀ ମୀନା ଏହା ପୂର୍ବରୁ ମୟୁରଭଞ୍ଜ ଜିଲାପାଳ ଭାବେ କାର୍ଯ୍ୟ କରୁଥିବା ବେଳେ ଜିଲାର ବଣେଇ ଉପଖଣ୍ଡର ଉପଜିଲାପାଳ ଓ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟକରି ଜିଲାବାସୀଙ୍କ ବେଶ ଆସ୍ଥାଭାଜନ ହୋଇପାରିଥିଲେ ।

Leave A Reply