www.samajalive.in
Tuesday, December 9, 2025
23.1 C
Bhubaneswar

ଲଣ୍ଡନରେ ସୁନାର ରଥ, ଗର୍ଜୁଛି ତୋପ- ଇଂଲଣ୍ଡର ରାଜା ଭାବେ କିଙ୍ଗ୍‌ ଚାର୍ଲସ୍‌ ତୃତୀୟଙ୍କ ରାଜ୍ୟାଭିଷେକ

ଲଣ୍ଡନ- ଓ୍ୱେଷ୍ଟମିନିଷ୍ଟର ଆବେରେ କିଙ୍ଗ୍‌ ଚାର୍ଲସ୍‌ ଆବେଙ୍କର ରାଜ୍ୟାଭିଷେକ ହୋଇଛି । ମହାରାଣୀ ଭିକ୍ଟୋରିଆ ଦ୍ୱିତୀୟଙ୍କର ମୃତ୍ୟୁ ପରେ ଚାର୍ଲସ୍‌ଙ୍କ ରାଜ୍ୟାଭିଷେକ ହୋଇଛି । ଦୀର୍ଘ ୭୦ ବର୍ଷ ପରେ ଇଂଲଣ୍ଡରେ ପୁଣି ରାଜ୍ୟାଭିଷେକ କରାଯାଇଛି ।
ଇଂଲଣ୍ଡର ରାଜା ଭାବେ କିଙ୍ଗ୍‌ ଚାର୍ଲସ୍‌ ତୃତୀୟଙ୍କ ରାଜ୍ୟାଭିଷେକ


ଏହି ଅବସରରେ ଇଂଲଣ୍ଡର ବିଭିନ୍ନ ସ୍ଥାନରେ ତୋପ ଗର୍ଜିଥିଲା । ଚାର୍ଲସ୍‌ଙ୍କ ଏହି ରାଜ୍ୟାଭିଷେକ ବେଳେ ବିଭିନ୍ନ ଦେଶର ମୁଖ୍ୟ ସହ ରାଜପରିବାରର ବଂଶଜ ଉପସ୍ଥିତ ଥିଲେ । ୨,୩୦୦ ସ୍ୱତନ୍ତ୍ର ଅତିଥିଙ୍କୁ ଏହି ରାଜ୍ୟାଭିଷେକ ସମାରୋହକୁ ନିମନ୍ତ୍ରିତ କରାଯାଇଥିଲା । ୭ହଜାର ପଦାତିକ ସୈନ୍ୟ ଏବଂ ୧୭ଟି ସୈନ୍ୟ ବାଦ୍ୟ ଦଳ ଏଥିରେ ଅଂଶଗ୍ରହଣ କରିଥିଲେ । ସୁନାର ରଥରେ ରାଜା ଏବଂ ରାଣୀ ବଙ୍ଗିମ୍‌ହୋମ୍‌ ପ୍ୟାଲେସ୍‌କୁ ଆସିଥିଲେ ।

- Advertisement -

ଏହାପରେ ବଙ୍ଗିମ୍‌ହମ୍‌ ରାଜପ୍ରାସାଦରେ ସେମାନଙ୍କୁ ରାଜକୀୟ ସମ୍ମାନ ବା ରୟାଲ ସ୍ୟାଲୁଟ୍‌ ପ୍ରଦାନ କରାଯାଇଛି ।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories