bjd  ek lkhya koti banner

ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧନା ; ଭୋଟ୍ ଫ୍ରମ୍ ହୋମ୍ କାର୍ଯ୍ୟକ୍ରମ ଆରମ୍ଭ

mission shakti banner

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲାରେ ସୋମବାର ଶତାୟୁ ମତଦାତା ମାନଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି। ୮୫ ବର୍ଷ ବୟସରୁ ଅଧିକ ଓ ଦିବ୍ୟାଙ୍ଗ ମତଦାତା ମାନଙ୍କ ପାଇଁ ଭୋଟ୍ ଫ୍ରମ୍ ହୋମ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଖୋର୍ଦ୍ଧା ଏଡିଏମ୍ ଏହାର ଆରମ୍ଭ କରିଛନ୍ତି।

ତେଲ ଟ୍ୟାଙ୍କରକୁ ଧକ୍କା ଦେଲା କାର ; ୨ ଗୁରୁତର

Comments are closed.