ତେଲକୋଇ : ସ୍କୁଲ ହଷ୍ଟେଲ ଛାତ୍ରୀନିବାସରେ ପଡି ତୃତୀୟ ଶ୍ରେଣୀ ଛାତ୍ରୀ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଭୀମକାଣ୍ଡ ନୋଡାଲ ୟୁପି ସ୍କୁଲରେ । ଛାତ୍ରୀ ଜଣକ ଗାଧୁଆ ଘରେ ପଡିଯିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିଚୟ ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନଥିବାବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



