୩ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା

କେନ୍ଦୁଝର: ୨୦୨୧ ହତ୍ୟା ମାମଲାରେ ୩ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ଶିବ ମୁଣ୍ଡା, ରଥ ମୁଣ୍ଡା ଓ ସଞ୍ଜୟ ମୁଣ୍ଡାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ହୋଇଛି। ପାଟଣାଥାନା ଏରେ​‌େ​‌ଣ୍ଡଇ ଗାଁରେ ପୂର୍ବଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିଲା।

Comments are closed.