www.samajalive.in
Sunday, December 7, 2025
14.1 C
Bhubaneswar

ଲଗାଣ ବର୍ଷାରେ ଭୁଶୁଡିଲା ଘର

 

କଣ୍ଟାବାଞ୍ଜି:- କଣ୍ଟାବାଞ୍ଜି ସହରରେ ଗତ 10ଦିନରୁ ଉର୍ଦ୍ଧ ହେବ ବର୍ଷା ଲାଗି ରହି ଥିବା ବେଳେ, ମଝିରେ ମଝିରେ ଲଘୁଚାପ ଜନିତ ଲଗାଣବର୍ଷାରେ କଣ୍ଟାବାଞ୍ଜି ପୌରପରିଷଦ  ୱାର୍ଡ ନମ୍ବର ୦୧ ଧୋବପଡା ମହେନ୍ଦ୍ର କୁମାର ଚୌଧୁରୀ ବାସ କରୁଥିବା ନିଜ ଖପର ଘର ଲଗାଣ ବର୍ଷାରେ ଭୁଶୁଡି ପଡିବାରୁ, ଚୋଧୁରୀ ପରିବାର ବେଘର ହୋଇଯାଇଛନ୍ତି। ମହେନ୍ଦ୍ର ମୋଟର ସାଇକେଲ ମେକାନିକ. ଗତ କିଛିଦିନ ହେଲା ରୋଗରେ ପଡ଼ି ଵା ଯୋଗୁଁ ରୋଜଗାର କରିପାରୁ ନାହାନ୍ତି. ତାଙ୍କର ଦୁଇପୁଅ ଏବଂ ଧର୍ମ ପତ୍ନୀ ଥିବା ବେଳେ, କଷ୍ଟରେ ଜୀବନ ଯାପନ କରୁଛନ୍ତି।  ତୁରନ୍ତ ରାଜସ୍ବ ପ୍ରଶାସନ ତରଫରୁ ବାସ ଚ୍ୟୁତ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାସହ, ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ୱାର୍ଡ ବାସିନ୍ଦା ଦାବି ଜଣାଇଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories