କାଳବୈଶାଖୀ ପ୍ରଭାବ, ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ

କଲ୍ୟାଣସିଂହପୁର: ରାୟଗଡା ଜିଲା କୋଲନରା ବ୍ଲକରେ କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି। ଆଜି କାଳବୈଶାଖୀର ପ୍ରଭାବରେ ବିଦ୍ୟୁତ ଖମ୍ବ ଉପୁଡି ଯାଇଥିବାରୁ କଲ୍ୟାଣସିଂହପୁର ବ୍ଲକ ଅନ୍ଧାରରେ ରହିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବିଦ୍ୟୁତ ବିଭାଗ ଯନ୍ତ୍ରୀ ବିକ୍ରମ କେଶରୀ ସାହୁ କହିଛନ୍ତି ଯେ କାଶୀପୁର ଲାଇନକୁ ସଂଯୋଗ ପାଇଁ ଚେଷ୍ଟା କରୁଛୁ। ଥେରୁବାଲିରୁ ଆସିଥିବା ଲାଇନ ତିନି ଦିନ ଲାଗିଯାଇପାରେ ବୋଲି ସୂଚନା ଦେଇଛନ୍ତି।

Comments are closed.