www.samajalive.in
Saturday, December 6, 2025
14.1 C
Bhubaneswar

ଅଧା ବାଟରେ ପ୍ରସବ ; ଜନ୍ମିତ ଶିଶୁକୁ ଧରି ଚାଲି ଚାଲି ଆମ୍ବୁଲାନ୍ସ ପାଖରେ ପହଞ୍ଚିଲେ ମହିଳା

ଭବାନୀପାଟଣା : ରାସ୍ତା ଖରାପ କାରଣରୁ ଆସିପାରିଲାନି ଆମ୍ବୁଲାନ୍ସ। ଅଧା ବାଟରେ ପ୍ରସବ କଲେ ମହିଳା । ଏଭଳି ଏକ ବିକଳ ଚିତ୍ର କଳାହାଣ୍ଡି ଲାଞ୍ଜିଗଡ ବ୍ଲକ୍‌ ବିଜେପୁର ପଞ୍ଚାୟତ ଅର୍ନ୍ତଗତ ପୋଡାପଦର ଗାଁରୁ ଆସିଛି । ପ୍ରାୟ ୧ କିିମି ଚାଲିକି ଯିବା ସମୟରେ ଅଧବାଟରେ ମହିଳା ଜଣକ ସୋମବାର ପ୍ରସବ କରିଛନ୍ତି । ଜନ୍ମିତ ଶିଶୁପୁତ୍ରକୁ ଧରି ଚାଲି ଚାଲି ଆମ୍ବୁଲାନ୍ସ ପାଖରେ ପହଞ୍ଚି ମେଡିକାଲ ଗଲେ ମହିଳା ।

୫୦୦ ବର୍ଷ ପରେ.. ଗଣେଶ ଚତୁର୍ଥୀରେ ଦୁର୍ଲ୍ଲଭ ଯୋଗ: ଏହି ରାଶିଙ୍କ ଉପରେ ଖାଲି ହେବ ଧନ ବର୍ଷା, ବଦଳିବ ଏସବୁ..

କାର୍‌ କିଣିବେ କି? ମାତ୍ର ଏତିକି ଟଙ୍କାରେ ଜବରଦସ୍ତ ଫିଚର ପୁଣି ଆକର୍ଷଣୀୟ ଲୁକ୍‌ ସହ ଲଞ୍ଚ ହେଲା ନୂଆ ଏସୟୁଭି..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories