ଜୁନ୍ ମାସରେ ସୁନା ଭଳି ଏହି ରାଶିଙ୍କ ଭାଗ୍ୟ ଚମକାଇବେ ମା’ଲକ୍ଷ୍ମୀ: ମିଳିବ ଧନ, ଚାକିରି, ଉତ୍ତମ ସ୍ୱାସ୍ଥ୍ୟ..

ବର୍ଷ ୨୦୨୪ର ୬ଷ୍ଠ ମାସ ଜୁନ୍ ମାସ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି ରହିଛି। ଜ୍ୟୋତିର୍ବିଦ ମାନଙ୍କ ମତାନୁଯାୟୀ, ଜୁନ୍ ମାସରେ ଗ୍ରହ-ନକ୍ଷତ୍ରଙ୍କ ଚଳନ ୬ ରାଶିଙ୍କ ଭାଗ୍ୟ ସୁନାଭଳି ଚମକିବ। ବେଶ ଲାଭକାରୀ ହେବ।

ଏହି ରାଶିଙ୍କୁ କେବଳ ଆର୍ଥିକ ସ୍ତରରେ ନୁହେଁ ବରଂ ବ୍ୟବସାୟରେ, କର୍ମକ୍ଷେତ୍ରରେ, ସ୍ୱାସ୍ଥ୍ୟରେ ସ୍ଥିତି ମଧ୍ୟ ଉତ୍ତମ ରହିବ। ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି ବିଷୟରେ..

୯ ମାସ ପର୍ଯ୍ୟନ୍ତ କେଉଁ ରାଶିରେ ଶନିଙ୍କ ରହିବ କି ପ୍ରଭାବ..

ମେଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଅଟକି ଥିବା କାର୍ଯ୍ୟ ପୂରଣ ହେବ। ଯାତ୍ରାରେ ଶୁଭଫଳ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଚାକିରି କ୍ଷେତ୍ରରେ ପଦନ୍ନୋତି ମିଳିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।

ବୃଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ସୁଖସମୃଦ୍ଧି ପ୍ରାପ୍ତି ହେବ। କର୍ମକ୍ଷେତ୍ର ମଜଭୂତ ହେବ। ଅଟକି ଥିବା ଧନ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମାନ-ସମ୍ମାନ ବୃଦ୍ଧି ହେବ।

ସିଂହ – କର୍ମକ୍ଷେତ୍ରରେ ସୁବର୍ଣ୍ଣ ସୁଯୋଗ ପ୍ରାପ୍ତି ହେବ। ଘର-ଯାନର ସୁଖ ମିଳିବ। କରଜ ଟଙ୍କା ଫେରସ୍ତ ପାଇବେ। ନିବେଶରେ ଲାଭବାନ୍ ହେବେ।

କନ୍ୟା – କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ସାଥ୍ ଦେବ। ଆର୍ଥିକ ସ୍ଥିତି ମଜଭୂତ ହେବ। ପରିବାରରେ ସୁଖସମୃଦ୍ଧି ରହିବ। ସନ୍ତାନଙ୍କ ପକ୍ଷରୁ ଶୁଭ ଖବର ମିଳିବ।

ତୁଳା – ଜୁନ୍ ମାସରୁ ତୁଳା ରାଶି ବ୍ୟକ୍ତି ବିଶେଷଙ୍କ ଶୁଭ ଦିନ ଆରମ୍ଭ ହେବ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ। ଧନ ପ୍ରାପ୍ତିର ଅନେକ ସୁଯୋଗ ମିଳିବ। ଆୟ ସ୍ରୋତ ବୃଦ୍ଧି ହେବ।

ଧନୁ – ଅଧିକ ଦିନରୁ ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହେବ। ବ୍ୟବସାୟରେ ଲାଭ ମିଳିବ। ଅଟକି ଥିବା ଟଙ୍କା ଫେରସ୍ତ ପାଇବେ। ଚାକିରିରେ ପଦନ୍ନୋତି ହେବ।

ଦେଖନ୍ତୁ ଭିଡିଓ ; ଲାଇଭ୍ ଚୋରି ଦୃଶ୍ୟ, ଚଳନ୍ତା ଟ୍ରକରୁ କଲେ ଚୋରି..

 

Comments are closed.