www.samajalive.in
Saturday, December 6, 2025
23.1 C
Bhubaneswar

ବାମ ନା ଡାହାଣ କେଉଁ ପାଦ କୁଣ୍ଡାଇ ହେବା ଦିଏ ଶୁଭ ସଙ୍କେତ..

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ପାଦ କୁଣ୍ଡାଇ ହେବା ଅନେକ ସଙ୍କେତ ଦେଇଥାଏ। କୌଣସି ବ୍ୟକ୍ତି ବିଶେଷଙ୍କ ପାଦ ବିନା କୌଣସି କାରଣରେ ହଠାତ୍ କୁଣ୍ଡାଇ ହେବା ଶୁଭ ସଙ୍କେତ ଦେଇଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ୨ଟି ପାଦ ହଠାତ୍ କୁଣ୍ଡାଇ ହେବାର ଭିନ୍ନ ଭିନ୍ନ ଅର୍ଥ ରହିଛି। ଡାହାଣ ପାଦ ହଠାତ୍ କୁଣ୍ଡାଇ ହେବା ଶୁଭ ବୋଲି କୁହାଯାଇଛି।

ଆଉ ଚିନ୍ତା ନାହିଁ ; ଏହି ରାଶିଙ୍କର ୧୧ ମାସ ପର୍ଯ୍ୟନ୍ତ ଭାଗ୍ୟ ବଦଳାଇବେ କେତୁ, ମିଳିବ ଧନ, ଚମକିବ ଭାଗ୍ୟ..

- Advertisement -

ଡାହାଣ ପାଦ ହଠାତ୍ କୁଣ୍ଡାଇ ହେବାର ଅର୍ଥ ଖୁବ୍ ଶୀଘ୍ର ଶୁଭ ଖବର ମିଳିବ। କୌଣସି ଯାତ୍ରା କରିବାର ମଧ୍ୟ ସମ୍ଭାବନା ରହିଛି।
ଡାହାଣ ପାଦ ହଠାତ୍ କୁଣ୍ଡାଇ ହେଲେ ଚିନ୍ତା କରନ୍ତୁ ନାହିଁ। ଏହା ଦ୍ୱାରା ଧନ ପ୍ରାପ୍ତି ମଧ୍ୟ ହୋଇଥାଏ। ଅଟକି ଥିବା କାମରେ ସଫଳତା ମିଳିଥାଏ।
ମାତ୍ର ବାମ ପାଦ କୁଣ୍ଡାଇ ହେବା ସେତେ ଶୁଭ ନୁହେଁ। ହଠାତ୍ ବାମ ପାଦ କୁଣ୍ଡାଇ ହେବାକୁ ଆରମ୍ଭ କଲେ, ଏହାର ଅର୍ଥ ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି।
ବାମ ପାଦ କୁଣ୍ଡାଇ ହେଲେ ଦୂର ସ୍ଥାନକୁ ଯାତ୍ରା କରିବା ଉଚିତ୍ ନୁହେଁ।

ଦେଖନ୍ତୁ ଭିଡିଓ ; ଲାଇଭ୍ ଚୋରି ଦୃଶ୍ୟ, ଚଳନ୍ତା ଟ୍ରକରୁ କଲେ ଚୋରି..

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories