www.samajalive.in
Saturday, December 6, 2025
15.1 C
Bhubaneswar

ଆଉ ଚିନ୍ତା ନାହିଁ ; ଏହି ରାଶିଙ୍କର ୧୧ ମାସ ପର୍ଯ୍ୟନ୍ତ ଭାଗ୍ୟ ବଦଳାଇବେ କେତୁ, ମିଳିବ ଧନ, ଚମକିବ ଭାଗ୍ୟ..

ଗ୍ରହଙ୍କ ରାଶି,ନକ୍ଷତ୍ର ପରିବର୍ତ୍ତନ ହେବା ଦ୍ୱାରା ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ବିପରୀତ ଚଳନ କରି ଥାଆନ୍ତି। କେତୁ ୩୦ ଅକ୍ଟୋବର ୨୦୨୩ରେ କନ୍ୟା ରାଶିରେ ପ୍ରବେଶ କରିଥିଲେ, ଏହାପରେ କେତୁ ୨୦୨୫ ପର୍ଯ୍ୟନ୍ତ ଏଠାରେ ରହିବେ।

କେତୁଙ୍କ ଚଳନ ୧୧ ମାସ ପର୍ଯ୍ୟନ୍ତ ଏହାର ପ୍ରଭାବ ସମସ୍ତ ରାଶିରେ ରହିବ। ତେବେ ଜାଣନ୍ତୁ କେତୁଙ୍କ ରାଶି ଚଳନ କେଉଁ କେଉଁ ରାଶି ପାଇଁ ଲାଭଦାୟକ ହେବ।
କେତୁ କନ୍ୟା ରାଶିରେ ବିରାଜମାନ ହେବା ଦ୍ୱାରା ମେଷ, କର୍କଟ ଓ ବିଛା ରାଶି ଲାଭବାନ୍ ହେବେ।

ଦେଖନ୍ତୁ ଭିଡିଓ ; ଲାଇଭ୍ ଚୋରି ଦୃଶ୍ୟ, ଚଳନ୍ତା ଟ୍ରକରୁ କଲେ ଚୋରି..

- Advertisement -

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବର୍ଷ ୨୦୨୫ ପର୍ଯ୍ୟନ୍ତ ସମୟ ଅତ୍ୟନ୍ତ ଲାଭଦାୟକ। ଆୟରେ ନୂଆ ସ୍ରୋତ ପ୍ରାପ୍ତି ହେବ। ଆର୍ଥିକ ସ୍ଥିତି ଖୁବ୍ ଭଲ ରହିବ। ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପରିବାର ଓ ସାଙ୍ଗସାଥିଙ୍କ ସହ ସମ୍ପର୍କ ମଜଭୂତ ହେବ। ବ୍ୟବସାୟୀଙ୍କ ପାଇଁ ଉତ୍ତମ ସମୟ।

କର୍କଟ – କର୍କଟ ରାଶି ପାଇଁ କେତୁ ଚଳନ ଶୁଭଙ୍କର। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ମଜଭୂତ ହେବ। ଧନ ସହ ଜଡିତ ଥିବା ସମସ୍ୟା ଦୂର ହେବ। ସ୍ୱାସ୍ଥ୍ୟ ଉତ୍ତମ ରହିବ।

ବିଛା – କେତୁଙ୍କ ଚଳନ ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ। ବ୍ୟବସାୟରେ ଲାଭବାନ୍ ହେବେ। ଅଟକି ଥିବା କାମରେ ସଫଳତା ମିଳିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories