ଦେଖନ୍ତୁ ଭିଡିଓ ; ଲାଇଭ୍ ଚୋରି ଦୃଶ୍ୟ, ଚଳନ୍ତା ଟ୍ରକରୁ କଲେ ଚୋରି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କେତେବେଳେ କେଉଁ ଭିଡିଓ ଦେଖିବାକୁ ମିଳିବ ତାହା କହିବା ମୁସ୍କିଲ। ଅନେକ ସମୟରେ ଏପରି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଖୁବ୍ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଏବେ ଏଭଳି ହିଁ ଏକ ଭିଡିଓ ବେଶ ଭାଇରାଲ ହେଉଛି। ଏକ ଚଳନ୍ତା ଟ୍ରକରେ ଯୁବକ ଚଢି କିଭଳି ଚୋରି କରୁଛନ୍ତି, ତାହା ଭିଡିଓ ନଦେଖିଲେ ବିଶ୍ୱାସ କରିବେ ନାହିଁ। ଭିଡିଓଟି ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। America … Continue reading ଦେଖନ୍ତୁ ଭିଡିଓ ; ଲାଇଭ୍ ଚୋରି ଦୃଶ୍ୟ, ଚଳନ୍ତା ଟ୍ରକରୁ କଲେ ଚୋରି..