www.samajalive.in
Saturday, December 13, 2025
23.1 C
Bhubaneswar

ଜିଓର ଖାସ୍‌ ରିଚାର୍ଜ ପ୍ଲାନ୍‌, ଶସ୍ତାରେ ମିଳିବ ଏସବୁ ସୁବିଧା

ନୂଆଦିଲ୍ଲୀ : ଜିଓର ଅନେକ ରିଚାର୍ଜ ପ୍ଲାନ ରହିଛି। ଯାହା ଭିନ୍ନ ଭିନ୍ନ ଦାମ୍‌ରେ ଉପଲବ୍ଧ । ତେବେ ଏଭଳି ଏକ ଶସ୍ତା ରିଚାର୍ଜ ପ୍ଲାନ୍‌ ବିଷୟରେ ଜାଣନ୍ତୁ, ଯେଉଁଥିରେ ଉପଭୋକ୍ତାଙ୍କୁ ଅନେକ ଓଟିଟି ଆପ୍‌ ସହ ଡିଜନି+ହଟ୍‌ଷ୍ଟାରର ସୁବିଧା ମଧ୍ୟ ମିଳିବ।
ଜିଓର ଏହି ରିଚାର୍ଜ ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ଅସୀମତ କଲିଙ୍ଗ, ଡାଟା ଓ ଅନ୍ୟ ଆପ୍‌କୁ ବ୍ୟବହାର କରିବା ପାଇଁ ମଧ୍ୟ ସୁବିଧା ମିଳିବ ।
ଜିଓର ଏହି ରିଚାର୍ଜ ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ଦୈନିକ ୨ଜିବି ଡାଟା ସହ ମୋଟ୍‌ ୧୬୮ ଜିବି ଡାଟା ମିଳିବ ।
ଜିଓର ଏହି ରିଚାର୍ଜ ପ୍ଲାନ୍‌ର ଦାମ୍‌ ୯୪୯ ଟଙ୍କା । ଏଥିରେ ଉପଭୋକ୍ତାଙ୍କୁ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ ।
ଉପଭୋକ୍ତାଙ୍କୁ ଏଥିରେ ଅସୀମିତ କଲିଙ୍ଗର ଲାଭ ମଧ୍ୟ ମିଳିବ । ଉଭୟ ଏସଟିଡି ଓ ଲୋକାଲ୍‌ କଲ୍‌ ମଧ୍ୟ ସାମିଲ ରହିଛି ।

ଜାଣନ୍ତୁ ରବିବାର ନଖ ଓ କେଶ କାଟିବା ଶୁଭ କି ଅଶୁଭ

- Advertisement -

ଜିଓର ଏହି ୯୪୯ ଟଙ୍କାର ପ୍ଲାନ୍‌ରେ ୮୪ ଦିନର ସମୟସୀମା ପର୍ଯ୍ୟନ୍ତ ଆସିଥାଏ । ଏଥିରେ କଲିଙ୍ଗ ସହ ଡାଟାର ଲାଭ ମଧ୍ୟ ମିଳିବ ।
ଜିଓର ଏହି ରିଚାର୍ଜ ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ଦୈନିକ ୧୦୦ ଏସଏମଏସ କରିବାର ସୁବିଧା ମିଳିବ ।
ଏଥିରେ ଜିଓ ଟିଭି, ଜିଓ ସିନେମା, ଜିଓ କ୍ଲାଉଡ଼୍‌ର ମଧ୍ୟ ସୁବିଧା ମିଳିବ ।

ଜାନୁଆରୀ ୨୮ରେ ଶୁକ୍ର ଚଳନ ପାଇଁ ଶକ୍ତିଶାଳୀ ରାଜଯୋଗ; ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ, କିଣିବେ ଗାଡି, ହେବ ବିବାହ..

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories