www.samajalive.in
Wednesday, December 10, 2025
15.1 C
Bhubaneswar

କୁମ୍ଭୀର ବାଘ ଲଢେଇ ଭିଡିଓ ଭାଇରାଲ, ଦେଖନ୍ତୁ କିଏ ଜିତିଲା..

ନୂଆଦିଲ୍ଲୀ : ବେଳେବେଳେ କ୍ୟାମେରାରେ ଏମିତି ଅନେକ ଦୃଶ୍ୟ କଏଦ ହୋଇଯାଏ ଯାହା ବିଶ୍ବାସ କରିବା କଷ୍ଟ ହୋଇପଡେ । ଜଙ୍ଗଲରେ ଅନେକ ଜୀବଜନ୍ତୁଙ୍କୁ ମଧ୍ୟରେ ଲଢେଇ ହୋଇଥାଏ । ଏହି ଦୃଶ୍ୟ ବେଳେବେଳେ କ୍ୟାମେରାରେ କଏଦ ହୋଇଥାଏ । ଏମିତି ଅନେକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୁଏ । ଏବେ ଠିକ୍ ଏଭଳି ଏକ ଦୃଶ୍ୟ ଇଣ୍ଟରନେଟରେ ଘୁରି ବୁଲୁଛି । ଭିଡିଓରେ ଏକ କୁମ୍ଭୀର ଓ ଜାଗୁଆର ମଧ୍ୟରେ ଲଢେଇର ଦୃଶ୍ୟ ନଜର ଆସୁଛି ।

- Advertisement -

ପ୍ରଥମେ ବାଘଟି ଏକ ଆନାକୋଣ୍ଡାର ଶିକାର କରିବାକୁ ଉଦ୍ୟମ କରୁଛି । କିନ୍ତୁ ଆନାକୋଣ୍ଡା ଖସିଯାଉଛି ।  ଏହା ପରେ ବାଘଟି ଏକ କୁମ୍ଭୀରକୁ ନିଜ ଶିକାର କରିବାକୁ ଲାଗିପଡୁଛି । ଅନେକ ସମୟ ପ୍ରଚେଷ୍ଟା ପରେ ଶେଷରେ ବାଘଟି ସଫଳ ହେଉଛି । ଏହି ଛାତିଥରା ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । କୁମ୍ଭୀରଟି ନିଜକୁ ବଞ୍ଚାଇବାକୁ ବହୁ ଚେଷ୍ଟା ସତ୍ତ୍ବେ ବିଫଳ ହେଉଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories