ଦୁଷ୍କର୍ମୀକୁ ୨୦ ବର୍ଷ ସଜା ଶୁଣାଇଲେ ପ​କ୍ସୋ କୋର୍ଟ

ଜଗତସିଂହପୁର: ଜଣେ ନାବାଳିକା ଦୁଷ୍କର୍ମୀ ମାମଲାରେ ଦୋଷୀକୁ ୨୦ବର୍ଷ ସଜା କରାଯାଇଛି। ତିର୍ତ୍ତୋଲ ଥାନା ଅଞ୍ଚଳରେ ୨୦୧୮ରେ ଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ ହୋଇଛି। ପ​କ୍ସୋ କୋର୍ଟ ପକ୍ଷରୁ ଦୋଷୀ ସନ୍ତୋଷ ଭୋଳକୁ ଦଣ୍ଡାଦେଶ ଶୁଣାଇଛନ୍ତି। ପୀଡ଼ିତାକୁ ୭ଲକ୍ଷ କ୍ଷତିପୂରଣ ପାଇଁ ଆଇନ ସେବା ପ୍ରାଧିକରଣକୁ ନିର୍ଦେଶ ଦିଆଯାଇଛି।

kalyan agarbati

Comments are closed.