www.samajalive.in
Saturday, December 13, 2025
23.1 C
Bhubaneswar

ଆଇପିଏଲ କ୍ରିକେଟ୍ : ଆଜି ରାଜସ୍ଥାନ ବନାମ ହାଇଦରାବାଦ

ହାଇଦରାବାଦ : ଆଇପିଏଲ-୨୦୧୯ର ଆଜି(ଶନିବାର) ମ୍ୟାଚରେ ରାଜସ୍ଥାନର ସୱାଇ ମନସିଙ୍ଗ ଷ୍ଟାଡିୟମରେ ରାଜସ୍ଥାନ ରୟାଲସ୍ ଓ ସନରାଇଜରସ୍ ହାଇଦରାବାଦ ମଧ୍ୟରେ ୪୫ତମ ମୁକାବିଲା ଅନୁଷ୍ଠିତ ହେବ। ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ।
ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲସ୍ ଭଲ ପଦର୍ଶନ କରିନାହିଁ। ରାଜସ୍ଥାନ ରୟାଲସ୍ ବର୍ତ୍ତମାନ ସୁଦ୍ଧା ୧୧ଟି ମ୍ୟାଚ ଖେଳିଥିଲାବେଳେ ସେଥିରୁ ୪ଟି ମ୍ୟାଚରେ ବିଜୟ ଲାଭ କରିଥିଲାବେଳେ ୭ଟିରେ ପରାଜୟ ବରଣ କରିଛି। ଏଥିସହିତ ଦଳ ପଏଣ୍ଟ୍ ଟେବୁଲରେ ୮ପଏଣ୍ଟ୍ ସହ ୭ମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ସନରାଇଜରସ୍ ହାଇଦରାବାଦ ଏପର୍ୟ୍ୟନ୍ତ ୧୦ଟି ମ୍ୟାଚ୍ ରୁ ୫ଟିରେ ବିଜୟ ହେବାସହ ୫ଟି ମ୍ୟାଚରେ ହାରିଛି। ଯାହାଦ୍ୱାରା ହାଇଦରାବାଦ ପଏଣ୍ଟ୍ ଟେବୁଲରେ ୧୦ପଏଣ୍ଟ୍ ସହ ଚତୁର୍ଥ ସ୍ଥାନରେ ରହିଛି।
ଆଇପିଏଲ୍-୧୨ର ପଏଣ୍ଟ ଟେବୁଲ

 

ଦଳ ମ୍ୟାଚ୍     ବିଜୟ ପରାଜୟ      ପଏଣ୍ଟ ନେଟ୍‌ ରନ୍‌ରେଟ୍‌
 ଚେନ୍ନଇ ୧୨      ୮       ୧୬     – ୦.୧୧୩
ମୁମ୍ବଇ ୧୧      ୭       ୧୪      +୦.୫୩୭
ଦିଲ୍ଲୀ ୧୧      ୭       ୧୪      +୦.୧୮୧
ହାଇଦରାବାଦ  ୧୦      ୫  ୫       ୧୦      ୦.୬୫୪
ପଞ୍ଜାବ ୧୧      ୫  ୬       ୧୦     -୦.୧୧୭
କଲକାତା ୧୧      ୪         ୮      -୦.୦୫୦

ରାଜସ୍ଥାନ

୧୧

     ୪

 ୭

       ୮

     -୦.୩୯୦

ବାଙ୍ଗାଲୋର

୧୧

     ୪

       ୮

     -୦.୬୮୩

 

 

 

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories