www.samajalive.in
Sunday, December 7, 2025
26.1 C
Bhubaneswar

ଇନ୍ଦୋର ଟେଷ୍ଟରେ ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ

ଇନ୍ଦୋର – ଇନ୍ଦୋର ଟେଷ୍ଟରେ ଅଷ୍ଟ୍ରେଲିଆର ବିଜୟ । ନାଗପୁର ଏବଂ ଦିଲ୍ଲୀ ଟେଷ୍ଟ ହାରିବା ପରେ ଅଷ୍ଟ୍ରେଲିଆ ପୁଣି ଫର୍ମକୁ ଫେରିଛି । ୭୬ ରନ୍‌ର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ଗୋଟିଏ ମାତ୍ର ଓ୍ୱିକେଟ୍‌ ହରାଇ ହାସଲ କରିଛି । ଏହି ଶୃଙ୍ଖଳାରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଜିତିଛି ।ପୂର୍ବରୁ ଦୁଇଟି ଟେଷ୍ଟ ମ୍ୟାଚ ଭାରତ ବିଜୟ ଲାଭ କରି୨-୧ରେ ଆଗୁଆ ଅଛି ।

ଇନ୍ଦୋର ଟେଷ୍ଟମ୍ୟାଚରେ ପ୍ରଥମ ଦୁଇ ମଧ୍ୟରେ ୩୦ଟି ଓ୍ୱିକେଟ୍‌ର ପତନ ହୋଇଥିଲା । ତୃତୀୟ ଦିନର ଖେଳ ଆରମ୍ଭରେ ଅଷ୍ଟ୍ରେଲିଆ ନିକଟରେ ୭୬ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା । ଅଷ୍ଟ୍ରେଲିଆ ଓପନର୍‌ ଉସମାନ୍‌ ଖ୍ୱାଜାଙ୍କ ଓ୍ୱିକେଟ ହରାଇଥିଲା ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories