www.samajalive.in
Monday, December 15, 2025
16.1 C
Bhubaneswar

ତଥ୍ୟ ଲୁଚାଉଛି ପାକିସ୍ଥାନ, ଗଣମାଧ୍ୟମକୁ ବିସ୍ଫୋରଣ ସ୍ଥଳ ଯିବାକୁ ବାରଣ

ନୂଆଦିଲ୍ଲୀ: ପାକିସ୍ଥାନ ସୀମା ଭିତରେ ଭାରତ ପକ୍ଷରୁ କରାଯାଇଥିବା ବିମାନ ଆକ୍ରମଣ ସ୍ଥଳକୁ ଗଣମାଧ୍ୟମକୁ ଛଡା ନ ଯିବା ପ୍ରସଙ୍ଗରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ଯେ ପାକିସ୍ଥାନ ରଏଟର ଭଳି କେତେକ ଗଣମାଧ୍ୟମକୁ ସମ୍ପୃକ୍ତ ଆକ୍ରମଣ ସ୍ଥଳୀକୁ ନ ଛାଡିବା ପ୍ରମାଣ କରୁଛି ଯେ ସେ ସ୍ଥାନରେ ବହୁତ କିଛି କ୍ଷୟକ୍ଷତି ହୋଇଛି ଏବଂ ସେ ତଥ୍ୟ ବିଶ୍ୱବାସୀଙ୍କ ନିକଟରେ ନ ପହଞ୍ଚୁ। ପାକିସ୍ଥାନ ସରକାର ଓ ସେନା ସୁରକ୍ଷା କାରଣ ଦର୍ଶାଇ ସେ ସ୍ଥାନକୁ ଅନ୍ୟମାନଙ୍କୁ ଛାଡୁ ନ ଥିବା ବେଳେ ଭାରତର ବିମାନ ଆକ୍ରମଣରେ ସମ୍ପୃକ୍ତ ସ୍ଥାନ ନିକଟରେ ଏକ ମଦ୍ରାସା ଓ କୋଠାବାଡି ରହିଥିବା ଜଣାପଡିଛି। ରବୀଶ କୁମାର କହିଛନ୍ତି ଯେ ଭାରତର ପଦକ୍ଷେପ ସଫଳ ହୋଇଛି ଓ ପାକିସ୍ଥାନ ଅନେକ କିଛି ଲୁଚେଇବାକୁ ଚାହୁଁଛି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories