ବେଙ୍ଗାଲୁରୁ: ଚଳିତ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ଗୁରୁବାର ବାଙ୍ଗାଲୋରର ଏମ୍ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ୪୧ତମ ଲିଗ୍ ମ୍ୟାଚ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଦୁଇ ଦଳ ଶେଷ ଲିଗ୍ ମ୍ୟାଚ ଖେଳିବେ। ମ୍ୟାଚ ନ୍ୟୁଜିଲାଣ୍ଡ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଶ୍ରୀଲଙ୍କା ୨୦୨୫ ଚମ୍ପିଆନ୍ସ ଟ୍ରଫି ସିଧାସଳଖ ଯୋଗ୍ୟତା ନେଇ ଖେଳିବ।
Popular Categories



