www.samajalive.in
Sunday, December 7, 2025
18.1 C
Bhubaneswar

ହ୍ୱାଟ୍ସଆପର ଏହି ଫିଚର୍‌ ଜାଣନ୍ତି କି? ଖୁବ୍‌ ସହଜରେ ଡିପିକୁ..

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍‌ ସାରା ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଅନ୍ୟତମ ମେସେଜିଙ୍ଗ୍‌ ଆପ୍‌ । ଏହି ଆପରେ ଆପଣଙ୍କୁ ଅନେକ ଫିଚର୍‌ ମିଳିଥାଏ । ତେବେ କିଛି ବ୍ୟବହାରକାରୀଙ୍କୁ ସମସ୍ତ ଫିଚର୍‌ ବିଷୟରେ ଜଣାନଥାଏ ।
ଏଭଳି ଏକ ଫିଚର୍‌ ହେଉଛି ଡିପି କିମ୍ବା ପ୍ରୋଫାଇଲ୍‌ ଫଟୋକୁ ହାଇଡ୍‌ କରିବାର । ଅନେକ ଉପାୟରେ ଏହାକୁ ହାଇଡ୍‌ କରି ପାରିବେ । ଏଥିପାଇଁ ଆପଣଙ୍କୁ ଅନେକ ବିକଳ୍ପ ମିଳିବ । ମାତ୍ର ଏକ ସରଳ ପଦ୍ଧତିରେ ଖୁବ୍‌ ସହଜରେ କରିପାରିବେ ।
ଏହି ଫିଚରକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ହ୍ୱାଟ୍ସଆପ୍‌ ଖୋଲିବାକୁ ପଡିବ। ଏହାପରେ ଡାହାଣ ପଟେ ଉପରକୁ ଦେଖାଯାଉଥିବା ୩ଟି ବିନ୍ଦୁ ଉପରେ କ୍ଲିକ୍‌ କରିବାକୁ ପଡିବ।

ଭିଡିଓରେ ଦେଖନ୍ତୁ ; ଘରକୁ ପଶି ଆସିଲା ବାଘ, ତା’ପରେ ପୋଷାକ କୁକୁର..


ଏହାପରେ ସେଟିଙ୍ଗକୁ ଯିବେ । ଏହାପରେ ଅନେକ ବିକଳ୍ପ ମିଳିବ । ଏଠାରେ ଆପଣ ପ୍ରାଇଭେସିକୁ ଚୟନ କରିବେ । ଏଠାରେ ପ୍ରୋଫାଇଲ୍‌ ଫଟୋର ବିକଳ୍ପ ମିଳିବ । ଏହାକୁ କ୍ଲିକ୍‌ କରିବାକୁ ପଡିବ । ଏଠାରେ କିଛି ବିକଳ୍ପ ସାମ୍ନାକୁ ଆସିବ ।
ଏଠାରେ ଆପଣ ଯାହାକୁ ହାଇଡ୍‌ କରିବେ ସେଥିପାଇଁ ଚୟନ ଆସିଯିବ । ଏଥିପାଇଁ ଆପଣଙ୍କୁ my contact except…ର ବିକଳ୍ପକୁ ଚୟନ କରିବାକୁ ପଡିବ । ଏହାପରେ ଯାହାକୁ ହାଇଡ୍‌ କରିବାକୁ ଇଚ୍ଛା କରି ପାରିବେ ।
ଏହି ପ୍ରକାରେ ଆପଣଙ୍କ ଡିପି ସେହି ଲୋକଙ୍କୁ ଦେଖାଯିବ ନାହିଁ, ଯାହାକୁ ଆପଣ ଚୟନ କରି ଥିବେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories