ଭିଡିଓରେ ଦେଖନ୍ତୁ ; ଘରକୁ ପଶି ଆସିଲା ବାଘ, ତା’ପରେ ପୋଷାକ କୁକୁର..

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ନୈନିତାଲରେ ଏକ ଘରର ଛାତ ଉପରେ ପହଞ୍ଚିଥିବା କଲରାପତରିଆ ବାଘ ଓ ୩ଟି ସାହସୀ ପୋଷା କୁକୁରର ଭିଡିଓ ସିସିଟିଭିରେ କଏଦ ହୋଇଛି । ୩ କୁକୁର କିଭଳି ବାଘକୁ ସେଠାରୁ ତଡି ଦେଉଛନ୍ତି, ତାହା କ୍ୟାମେରାରେ କଏଦ ହୋଇଛି । ଏହି ଫୁଟେଜ୍‌ ଘରର ମାଲିକଙ୍କ ସହ ଅଞ୍ଚଳର ବାସିନ୍ଦାଙ୍କୁ କାବା କରି ଦେଇଛି। ସେମାନଙ୍କର ବିଶ୍ୱସ୍ତ କୁକୁରଙ୍କ ଅସାଧାରଣ ସାହସ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ଘଟଣାର ଭିଡିଓ ୩୧ … Continue reading ଭିଡିଓରେ ଦେଖନ୍ତୁ ; ଘରକୁ ପଶି ଆସିଲା ବାଘ, ତା’ପରେ ପୋଷାକ କୁକୁର..