www.samajalive.in
Saturday, December 6, 2025
14.1 C
Bhubaneswar

ଡାକ୍ତରଖାନାରେ ସିସି କ୍ୟାମେରା ର ଦୁରୁପଯୋଗ ଅଭିଯୋଗ

କୋଟଗଡ: କୋଟଗଡରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲଗାଯାଇଥିବା ସିସି କ୍ୟାମେରା ବ୍ୟବହାରରେ ଦୁରୁପଯୋଗ ହେଉଥିବା ଅଭିଯୋଗ ହୋଇଛି । ରାଜ୍ୟରେ ବଢିଚାଲିଥିବା ଡାକ୍ତରଙ୍କ ଉପରେ ଆକ୍ରମଣ,ସାଧାରଣ ଲୋକଙ୍କୁ ଚିକିତ୍ସାରେ ଅଣଦେଖା ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନିୟମିତ ଉପସ୍ଥାନ, ନିରାମୟ ଯୋଜନାର ସଫଳ ରୁପାୟନ ଓ ପିସି କାରବାର ଆଦିର ସବିଶେଷ ତଥ୍ୟ ଉପରେ ନଜର ରଖିବା ପାଇଁ ଜିଲାପାଳଙ୍କ ନର୍ଦେଶ କ୍ରମେ ସିସି କ୍ୟାମେରା ଲଗାଯାଇଥିଲା । ହେଲେ ଗତ ଏକ ମାସରୁ ଅଧିକ ହେବ କେବଳ ପ୍ରସୂତି କେନ୍ଦ୍ର ଓ ଓପିଡିରେ ଥିବା ଡାକ୍ତର କକ୍ଷର ସିସି କ୍ୟାମେରା ଖଞ୍ଜା ଯାଇଥିଲେ ମଧ୍ୟ ଅଦ୍ୟାବଧି କ୍ୟାମେରାକୁ ବନ୍ଦ କରି ଦିଆଯାଇଛି । ଯାହା ଜିଲାପାଳଙ୍କ ନିର୍ଦେଶକୁ ଖୋଲାଖୋଲି ଉଲଙ୍ଘନ କରାଯାଉ ଥିବା ଜଣାଯାଇଛି । ହେଲେ ଦାୟିତ୍ୱରେ ଥିବା ଡାକ୍ତରଙ୍କଠାରୁ ଏନେଇ ମତାମତ ମିଳିପାରି ନାହିଁ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories