Browsing Tag

hospital

ହସ୍ପିଟାଲରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା

କଟକ : ମେଡିକାଲର ୪ ମହଲାରୁ ଡେଇଁ ପଡିଲେ ରୋଗୀ, ଚାଲିଗଲା ଜୀବନ। କଟକ ଜଗତପୁର ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଅଭାବନୀୟ ଘଟଣା ଘଟିଛି। ଜଣେ ରୋଗୀ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ହଠାତ୍ ୪ ମହଲାରୁ…
Read More...

ହସ୍ପିଟାଲରେ ଅଗ୍ନିକାଣ୍ଡ, ରୋଗୀ ସୁରକ୍ଷିତ

ଚେନ୍ନାଇ: ତାମିଲନାଡୁସ୍ଥିତ ରାମନାଥପୁରମ୍ ମେଡିକାଲ​‌ରେ ଭୟାବହ ଅଗ୍ନିକାଣ୍ଡ। ବୁଧବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି । ହସ୍ପିଟାଲରେ ଥିବା ସମସ୍ତ…
Read More...

୫୦ରୁ ଅଧିକ ଡାକ୍ତରଖାନାକୁ ବୋମା ବିସ୍ଫୋରଣ ଧମକ

ମୁମ୍ବଇ: ମୁମ୍ବଇର ୫୦ରୁ ଅଧିକ ଡାକ୍ତରଖାନାକୁ ବୋମା ବିସ୍ଫୋରଣ ଧମକ ମିଳିଛି। ପୁଲିସର କହିବା ଅନୁଯାୟୀ ଭିପିଏସ୍ ନେଟଓ୍ବର୍କ ମାଧ୍ୟମରେ ଇମେଲ ଯୋଗେ ଏହି ଧମକ ମିଳିଛି। ତେଣୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଠାବ କରିବା…
Read More...

ମେହୁଲ ଚୋକ୍ସିଙ୍କୁ ଜେଲ ପଠାଇଲେ ଡୋମିନିକା ଅଦାଲତ

ସାଣ୍ଟୋ ଡୋମିଙ୍ଗୋ: ଭାରତରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତିର ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ଡୋମିନିକା ଅଦାଲତ ପୁଲିସ ହେପାଜତରୁ ଜେଲକୁ ପଠାଇବାକୁ ଆଦେଶ ଦେଇଛନ୍ତି। ତେବେ ମେହୁଲ…
Read More...

ବାପା, ମା’ ଧାନ ବିଲରେ; ୩ ବର୍ଷର ଝିଅ ପହଞ୍ଚିଲା ଡାକ୍ତରଖାନାରେ

ଦିମାପୁର: ସାରା ବିଶ୍ୱ, ବିଶେଷକରି ଭାରତର ଜନସାଧାରଣ ଓ ସରକାର ସଂପ୍ରତି କୋଭିଡ-୧୯ର ଦ୍ୱିତୀୟ ଲହର ବିରୁଦ୍ଧରେ ଲଢେଇ କରୁଥିବାବେଳେ ତୁଣ୍ଡି ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ କୋଭିଡ ସମ୍ପର୍କିତ ସମସ୍ତ…
Read More...

ଜେଲରେ ବନ୍ଦୀ ଥିବା ଆଶାରାମ କରୋନା ସଂକ୍ରମିତ; ଆସିୟୁରେ ଭର୍ତ୍ତି

ଯୋଧପୁର: ଜେଲରେ ବନ୍ଦୀ ଥିବା ଆତ୍ମଘୋଷିତ ସନ୍ଥ ଆଶାରାମ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ ରାଜସ୍ଥାନର ଯୋଧପୁରସ୍ଥିତ ଏମଡିଏମ ଡାକ୍ତରଖାନାର ସ୍ୱତନ୍ତ୍ର ଯତ୍ନ କୋଠରୀ (ଆଇସିୟୁ)ରେ ଭର୍ତ୍ତି…
Read More...

ହସପିଟାଲ ଆଇସିୟୁରେ ନିଆଁ; ୧୩ ମୃତ

ମୁମ୍ବଇ: ମହାରାଷ୍ଟ୍ରର ବିଜୟ ବଲ୍ଲଭ ହସପିଟାଲ ଆଇସିୟୁ ୱାର୍ଡରେ ଘଟିଛି ବଡଧରଣର ଅଗ୍ନିକାଣ୍ଡ। ଏଥିରେ ୧୩ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତି ପ୍ରାୟ ୩.୩୦ରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି।…
Read More...

ହସପିଟାଲରେ ଶଯ୍ୟାଭାବ; ରାସ୍ତାରେ ଧାଡିଲାଗିଛି ଆମ୍ବୁଲାନ୍ସ; ତାହାଭିତରେ ଶୋଇଛନ୍ତି କରୋନା ସଂକ୍ରମିତ

ଅହମଦାବାଦ: କୋଭିଡ ପାଇଁ ଦିନକୁ ଦିନ ସୃଷ୍ଟିହେଉଛି ଭୟଙ୍କର ସ୍ଥିତି। ଯେତିକି ବେଗରେ ସଂକ୍ରମଣ ମାଡିଚାଲିଛି ସେହି ଅନୁପାତରେ ଦେଶର ବିଭିନ୍ନ ସ୍ଥାନରେ ଦେଖାଦେଉଛି ସ୍ୱାସ୍ଥ୍ୟସେବାରେ ନିଅଣ୍ଟ ଅବସ୍ଥା। ଏତେସଂଖ୍ୟକ…
Read More...

ରାୟପୁର ହସପିଟାଲରେ ମୃତଦେହ ରଖିବାକୁ ସ୍ଥାନାଭାବ

ଋାୟପୁର: କରୋନା କବଳରେ ସମୁଦାୟ ଛତିଶଗଡ। ମହାରାଷ୍ଟ୍ର ପରେ ଛତିଶଗଡରେ କରୋନା ସଂକ୍ରମଣ ପରିସ୍ଥିତି ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି। ହସପିଟାଲଗୁଡିକରେ ଶଯ୍ୟାଭାବ ସହିତ ଅମ୍ଳଜାନ ସୁବିଧା ଥିବା ଆଇସିୟୁ ଶଯ୍ୟା…
Read More...

ବାଙ୍କୀ ଉପଖଣ୍ଡ ଚକିତ୍ସାଳୟ ପରିସରରେ ବାରମ୍ବାର ପଡିରହୁଛି ପିପିଇ କିଟ୍

ବାଙ୍କୀ : କରୋନା ମହାମାରୀ ବିଶ୍ୱରେ କାୟା ବିସ୍ତାର କରିଯାଇଥିବା ବେଳେ ଏବେ ଦ୍ୱିତୀୟ ପର୍ୟ୍ୟାୟ କରୋନା ସଂକ୍ରମଣ ବ୍ୟାପୁଥିବା ନଜରକୁ ଆସିଲାଣି। ଏହି ମହାମାରୀର ପ୍ରତିଷେଧକ ଔଷଧ ଆଜି ପର୍ୟ୍ୟନ୍ତ ବାହାରି ପାରିନଥିବା…
Read More...